ଓଡିଶା

odisha

ETV Bharat / photos

କର୍ତ୍ତବ୍ୟପଥ ରହିଲା ସାକ୍ଷୀ, ବିଶ୍ବ ଦେଖିଲା ଗଣତନ୍ତ୍ରର ଗାରିମା - Delhi Parade

ଭାରତର 75ତମ ଗଣତନ୍ତ୍ର ଦିବସ ସମାରୋହର ଆରମ୍ଭ ପ୍ରଥମ ଥର ପାଇଁ ଢୋଲ ବାଦ୍ୟ ସହିତ ଆରମ୍ଭ ହୋଇଥିଲା ପରେଡ । କର୍ତ୍ତବ୍ୟପଥରେ ପତାକା ଉତ୍ତୋଳନ କରିଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଏହାପରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଓ୍ବିପନ ଲୋକେଟିଂ ରାଡାର ସିଷ୍ଟମ, ନାଗ୍ ମିସାଇଲକୁ କର୍ତ୍ତବ୍ୟପଥରେ ପ୍ରଦର୍ଶିତ କରାଯାଇଛି । ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ।

By ETV Bharat Odisha Team

Published : Jan 27, 2024, 7:58 AM IST

'ନାରୀ ଶକ୍ତି'ର ଦକ୍ଷତା ପ୍ରଦର୍ଶନ
କର୍ତ୍ତବ୍ୟପଥରେ ମିଶନ ଚନ୍ଦ୍ରଯାନ
କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ଡିଆରଡିଓର ପ୍ରଜ୍ଞାପନ ମେଢ
କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ପ୍ରଜ୍ଞାପନ ମେଢ
କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହରୟାଣାର ପ୍ରଜ୍ଞାପନ ମେଢ
କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ଝାରଖଣ୍ଡର ପ୍ରଜ୍ଞାପନ ମେଢ
ପରେଡରେ ସାମିଲ ଦିଲ୍ଲୀ ମହିଳା ପୋଲିସ
ହରିୟାଣାର ପ୍ରଜ୍ଞାପନ ମେଢ
ଅରୁଣାଚଳପ୍ରଦେଶର ପ୍ରଜ୍ଞାପନ ମେଢ
ଧ୍ୟାନ ଆକର୍ଷଣ କଲା ଓଡିଶା ପ୍ରଜ୍ଞାପନ ମେଢ
ଲଦାଖର ପ୍ରଜ୍ଞାପନ ମେଢ
ଷଣ୍ଟ ଦେଖାଇଲେ ମହିଳା
ପ୍ରଜ୍ଞାପନ ମେଢରେ ସଫଳ ଜି -20 ସମ୍ମିଳନୀ
ପ୍ରଥମ ଥର ପାଇଁ ଗଣତନ୍ତ୍ର ଦିବସ ପରେଡରେ ମହିଳା ତ୍ରି-ସେବା କଣ୍ଟିଜେଣ୍ଟ ଅଂଶଗ୍ରହଣ କରିଥିଲେ

ABOUT THE AUTHOR

...view details