ଓଡିଶା

odisha

ବିଶ୍ୱ ବିଜେତା ଟିମ ଇଣ୍ଡିଆର ସେଲିବ୍ରେସନ; ଭାଙ୍ଗଡା ନାଚିଲେ କୋହଲି, କାନ୍ଦିଲେ ପାଣ୍ଡ୍ୟା-ରୋହିତ - T20 WORLD CUP 2024

By ETV Bharat Odisha Team

Published : Jun 30, 2024, 2:24 PM IST

ହାଇଦ୍ରାବାଦ: ଖେଳ ଯେତିକି ଆଗଉଥିଲା, କୋଟି କୋଟି ଭାରତୀୟଙ୍କ ହୃଦସ୍ପନ୍ଦନ ସେତିକି ଜୋରରେ ବଢୁଥିଲା । ଶେଷରେ ସବୁ ଆଶା ଆଶଙ୍କାର ଅନ୍ତ ଘଟାଇ ବିଜୟର ତ୍ରିରଙ୍ଗା ଉଡାଇଥିଲା ଟିମ୍ ଇଣ୍ଡିଆ । ଦୀର୍ଘ 17 ବର୍ଷର ପ୍ରତୀକ୍ଷା ପରେ ଟି20 ବିଶ୍ବକପ ଟ୍ରଫ ଜିତି ବିଶ୍ବବିଜେତା ହୋଇଛି ଭାରତ । ଭାରତୀୟ କ୍ରିକେଟରେ ଆଉ ଏକ ଐତିହାସିକ ଅଧ୍ୟାୟ ଯୋଡି ହୋଇଛି । ((AP))
ଭାରତୀୟ କ୍ରିକେଟରେ ଆଉ ଏକ ଐତିହାସିକ ଅଧ୍ୟାୟ ଯୋଡି ହୋଇଛି । ଟି20 ବିଶ୍ବକପ ଟ୍ରଫ ଜିତି ବିଶ୍ବବିଜେତା ହୋଇଛି ଭାରତ ((AP))
ଦକ୍ଷିଣ ଆଫ୍ରିକା ବିପକ୍ଷରେ ଫାଇନାଲ ଜିତିବା ପରେ ବିଶ୍ୱକପ୍ ଟ୍ରଫ ଧରିଛନ୍ତି ରୋହିତ ଓ କୋହଲି ((AP))
ଟି20 ବିଶ୍ବକପ ଜିତିବା ପରେ ତ୍ରିରଙ୍ଗା ଉଡାଇ କୋହଲିଙ୍କ ବିଜୟ ସେଲିବ୍ରେସନ ((AP))
ଅସାଧାରଣ, ରୋମାଞ୍ଚକର ମ୍ୟାଚ ପରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ୱବିଜେତା ଟିମ୍ ଇଣ୍ଡିଆ ((AP))
ଦୀର୍ଘ 17 ବର୍ଷର ପ୍ରତୀକ୍ଷା ପରେ ଟି20 ବିଶ୍ବକପ ଟ୍ରଫ ଜିତିଛି । ଏହାକୁ ନେଇ ସାରାଦେଶରେ ଉତ୍ସବର ମୋହଲ ((AP))
ହାତରେ ବିଶ୍ୱକପ୍ ଟ୍ରଫ ଧରି ଖୁସିରେ ଆତ୍ମହରା ଘାତକ ବୋଲର ଯଶପ୍ରୀତ ବୁମରା ((AP))
ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବା ପରେ ଖୁସିରେ କୋଳାକୋଳି ହେଲେ ରୋହିତ ଶର୍ମା ଓ ବିରାମ କୋହଲି ((AP))
ଟି20 ବିଶ୍ବକପ ଜିତିବା ପରେ ଖୁସିରେ ଆତ୍ମହରା ହୋଇ ଷ୍ଟାଡିୟମରେ ଭାଙ୍ଗଡା କଲେ ଅର୍ଶଦୀପ ଓ କୋହଲି ((AP))
ଦକ୍ଷିଣ ଆଫ୍ରିକା ହାତରୁ ଟ୍ରଫି ଛଡାଇ ଆଣିବା ପରେ ବିଜୟର ତ୍ରିରଙ୍ଗା ବାନା ଉଡାଉଲେ ହାର୍ଦ୍ଦିକ ପାଣ୍ଡ୍ୟା ((AP))
କୋଚ ରାହୁଲ ଦ୍ରାବିଡଙ୍କ ନେତୃତ୍ୱରେ 17 ବର୍ଷ ପରେ ଟି20 ବିଶ୍ୱକପ ହାତେଇଛି ଭାରତ ((AP))

ABOUT THE AUTHOR

...view details