ଓଡିଶା

odisha

ଦେଶୀ ଲୁକରେ ଫ୍ୟାନ୍ସଙ୍କ ମନ ଚୋରାଇଲେ ଶିଳ୍ପା ସେଟ୍ଟୀ - Shilpa Shetty Saree Look

By ETV Bharat Odisha Team

Published : Jul 31, 2024, 11:12 AM IST

Shilpa Shetty Latest Pictures: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ସୋସିଆଲ ମିଡିଆରେ ନିଜର ଲାଟେଷ୍ଟ ଫଟୋ ସେୟାର କରିଛନ୍ତି । ଫଟୋରେ ସେ ଗୋଲ୍ଡେନ ଶାଢୀ ସହ ଦେଶୀ ଲୁକରେ ନଜର ଆସିଛନ୍ତି । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଫ୍ୟାନ୍ସ ଦିୱାନା ହୋଇଛନ୍ତି । ନଜର ପକାନ୍ତୁ ଶିଳ୍ପାଙ୍କ ଫଟୋ ଉପରେ, (Shilpa Shetty, Instagram)
୪୯ ବର୍ଷରେ ମଧ୍ୟ ନିଜ ସୌନ୍ଦର୍ଯ୍ୟ ବଜାୟ ରଖିଛନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । (Shilpa Shetty, Instagram)
ସେ ନିଜ ଅନ୍ଦାଜ ସହ ନିଜ ଷ୍ଟାଇଲିସ ଲୁକ୍ ଏବଂ ଫିଟନେସରେ ଲୋକଙ୍କୁ ଦିୱାନା କରିଛନ୍ତି । (Shilpa Shetty, Instagram)
ଶିଳ୍ପା ସେଟ୍ଟୀ ନିଜ ଇନଷ୍ଟାଗ୍ରାମରେ ନିଜ ଲାଟେଷ୍ଟ ଫଟୋ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ଇଣ୍ଟରନେଟର ପାରା ବଢାଇଛି । (Shilpa Shetty, Instagram)
ଅଭିନେତ୍ରୀ ଗୋଲ୍ଡେନ ଶାଢୀ ସହ ଦେଶୀ ଲୁକ ଫଟୋ ସେୟାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । (Shilpa Shetty, Instagram)
ଅଭିନେତ୍ରୀଙ୍କ ଲୁକ ଦେଖି ଫ୍ୟାନ୍ସ ଫିଦା ହେବା ସହ କମେଣ୍ଟ ବର୍ଷା କରୁଛନ୍ତି । (Shilpa Shetty, Instagram)
ଜଣେ ଲେଖିଛନ୍ତି, ଗୋଲ୍ଡେନ ଗାର୍ଲ । ଆଉ ଜଣେ ଲେଖିଛନ୍ତି, ବ୍ୟୁଟି ଇନ ଗୋଲ୍ଡ । ଅନ୍ୟ ଜଣେ ଲେଖିଛନ୍ତି, ତୁମେ ମୋ ହାର୍ଟ ଅଫ ଗୋଲ୍ଡେ । (Shilpa Shetty, Instagram)
ଶିଳ୍ପାଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ, ସେଷ ଥର ତାଙ୍କୁ 'ଇଣ୍ଡିଆନ ପୋଲିସ ଫୋର୍ସ' ରେ ଦେଖିବାକୁ ମିଳିଥିଲା । (Shilpa Shetty, Instagram)
ବର୍ତ୍ତମାନ ଶିଲ୍ପାଙ୍କୁ ଖୁବଶୀଘ୍ର 'KD-The Devil' ରେ ସଞ୍ଜୟ ଦତ୍ତଙ୍କ ସହ ନଜର ଆସିବେ । (Shilpa Shetty, Instagram)

ABOUT THE AUTHOR

...view details