ନବାବୀ ଲୁକରେ ସାରା. କ୍ରିମ ରଙ୍ଗର ଡ୍ରେସରେ ମନ କିଣିଲେ ମୀରା ରାଜପୁତ. ପ୍ରେମପୂର୍ଣ୍ଣ ନଜରରେ ସିଦ୍ଧାର୍ଥଙ୍କୁ ଦେଖୁଛନ୍ତି କିଆରା. ଖୁସି ଦକ୍ଷିଣ ଭାରତୀୟ ଶାଢ଼ୀରେ ବହୁତ ସୁନ୍ଦର ଦେଖାଯାଉଥିଲେ. ଜାନଭୀ କପୁର ଦକ୍ଷିଣ ଭାରତୀୟ ପାରମ୍ପାରିକ ଲୁକରେ ନଜର ଆସିଥିଲେ. କ୍ୟାଟ୍ରିନା ଏବଂ ବିକି ମ୍ୟାଚିଂ ଆଉଟଫିଟରେ ନଜର ଆସିଥିଲେ. ଲାଲ ରଙ୍ଗର ଶାଢ଼ୀରେ ବଲିଉଡର ମସ୍ତାନୀ. ଦୃଷ୍ଟି ଆକର୍ଷଣ କରୁଛି ସୋନମଙ୍କ ଆଉଟଫିଟ୍. ଦେଶୀ ଲୁକରେ ଆଲିଆଙ୍କ ଅନ୍ଦାଜ