ସାରାଙ୍କ ଗ୍ଲାମର ଲୁକ୍, ବଢିଲା ଇଣ୍ଟରନେଟ ପାରା - ସାରାଙ୍କ ଗ୍ଲାମର ଲୁକ

ସାରା ଅଲି ଖାନ ଗତକାଲି(ଶନିବାର) ପିତା ସୈଫ ଅଲି ଏବଂ ଭାଇ ଇବ୍ରାହିମଙ୍କ ସହ ଗ୍ଲାମରସ ଫଟୋ ସେୟାର କରିଛନ୍ତି । ଏହି ଫଟୋ ଅନନ୍ତ ଅମ୍ବାନୀ-ରାଧିକା ମର୍ଚ୍ଚାଣ୍ଟଙ୍କ ପ୍ରି-ୱେଡିଂ ସେରିମନିର ପ୍ରଥମ ଦିନରେ କ୍ଲିକ୍ କରାଯାଇଥିଲା । ଦେଖନ୍ତୁ ସାରାଙ୍କ ଲାଟେଷ୍ଟ ଫଟୋ
Published : Mar 3, 2024, 11:14 AM IST