ଓଡିଶା

odisha

ETV Bharat / photos

ଦ୍ବିତୀୟ ଦିନରେ ରଥଟଣା ଶେଷ; ଶରଧାବାଲିରେ ଲାଗିଲା 3 ରଥ - Chariots Reached Gundicha Temple - CHARIOTS REACHED GUNDICHA TEMPLE

ପୁରୀ: ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରାର ଦ୍ବିତୀୟ ଦିନରେ ଅପରାହ୍ନ ସୁଦ୍ଧା ଶେଷ ହୋଇଛି ରଥଟଣା । ଶ୍ରୀବିଗ୍ରହଙ୍କ 3 ରଥ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଛି । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ, ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶେଷରେ ଭାବ ବିନୋଦିଆ କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ ଶରଧାବାଲିରେ ଲାଗିଥିଲା । (ETV Bharat Odisha)

By ETV Bharat Odisha Team

Published : Jul 8, 2024, 10:58 PM IST

ଶରଧାବାଲିରେ ଲାଗିଛି ତିନି ରଥ (@SJTA_Puri)
ଭକ୍ତଙ୍କ ଗହଣରେ କାଳିଆ ଠାକୁର (@SJTA_Puri)
ଘର୍‌ ଘର୍‌ ହୋଇ ଗଡୁଛି ନନ୍ଦିଘୋଷ (@SJTA_Puri)
ବଡ଼ ଠାକୁରଙ୍କ ରଥ ଟାଣିନେଉଛନ୍ତି ଭକ୍ତ (@SJTA_Puri)
ରଥାରୂଢ ବଡ଼ ଠାକୁର (@SJTA_Puri)
ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ଲାଗିଛି ତାଳଧ୍ବଜ (@SJTA_Puri)
ଯେଉଁଠି କାଳିଆ, ସେଇଠି ଭିଡ଼ (@SJTA_Puri)
ଶ୍ରୀଗୁଣ୍ଡିଚା ଅଭିମୁଖେ ଦର୍ପଦଳନ (@SJTA_Puri)
ରଥାରୂଢ କାଳିଆ ସାଆନ୍ତ (@SJTA_Puri)
ଆକାଶ ମାର୍ଗରୁ ରଥଯାତ୍ରାର ଚିତ୍ତାକର୍ଷକ ଦୃଶ୍ୟ (@SJTA_Puri)
ରଥାରୂଢ ଦୁଃଖହାରିଣୀ ମାଆ ସୁଭଦ୍ରା (@SJTA_Puri)
ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ତିନି ରଥ (@SJTA_Puri)
ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ (@SJTA_Puri)

ABOUT THE AUTHOR

...view details