ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀ ।. ବିବାହ ପରେ ୨୨ ତାରିଖ ଦିନ ମୁମ୍ବାଇରେ ଏହି କପଲ ଏକ ଗ୍ରାଣ୍ଡ ରିସେପ୍ସନ୍ ପାର୍ଟି ଦେବେ ବୋଲି କୁହାଯାଉଛି ।. ବଲିଉଡର ଅନ୍ୟ ଅନେକ ସେଲିବ୍ରିଟି ରକୁଲ ଏବଂ ଜ୍ୟାକିଙ୍କ ବିବାହ ଉତ୍ସବରେ ଯୋଗ ଦେଇପାରନ୍ତି ।. ଏହି କପଲ ନିଜ ବିବାହକୁ ଗୋପନୀୟ ରଖିବାକୁ ଚାହୁଁଥିବା ବେଳେ ବିବାହ ଉତ୍ସବରେ 'ନୋ ଫୋନ ପଲିସି' ଯୋଜନା ଲାଗୁ କରିଥିବା ଜଣାପଡିଛି ।. ଜ୍ୟାକି ରକୁଲଙ୍କୁ ସରପ୍ରାଇଜ ଦେବାର ଯୋଜନା କରିଛନ୍ତି । ଜ୍ୟାକି ତାଙ୍କ କୁଇନ ରକୁଲଙ୍କ ପାଇଁ ଏକ ଭାବପ୍ରବଣ ଗୀତ ମାଧ୍ୟମରେ ତାଙ୍କ ପ୍ରେମବ୍ୟକ୍ତ କରିବେ ।. ଗୋଆରେ ରକୁଲ ଏବଂ ଜ୍ୟାକିଙ୍କ ବିବାହ ପ୍ରସ୍ତୁତିର ଝଲକ ଦେଖିବାକୁ ମିଳିଛି ।. ତାରକାମାନଙ୍କ ଫିଟନେସ୍ ଏବଂ ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀଙ୍କ ବିବାହରେ ଖାଦ୍ୟ ମେନ୍ୟୁ ସ୍ଥିର ରଖାଯାଇଛି ।. ଏହାରି ମଧ୍ୟରେ ବର୍ତ୍ତମାନ ଗୋଆରୁ କିଛି ଫଟୋ ଭାଇରାଲ ହେଉଛି ।. ଉଭୟ ଗୋଆରେ ଧୁମଧାମରେ ବିବାହ କରିବାକୁ ଯାଉଛନ୍ତି । ଏହି ସମୟରେ ଅନେକ ବଲିଉଡ ଏବଂ ସାଉଥ ଇଣ୍ଡଷ୍ଟ୍ରିର ସେଲିବ୍ରିଟି ସାମିଲ ହେବେ ।. ଆଜି ବିବାହ କରିବେ ବଲିଉଡର ଲୋକପ୍ରିୟ ଯୋଡ଼ି ରକୁଲ ପ୍ରୀତ ସିଂ ଏବଂ ଜ୍ୟାକି ଭଗ୍ନାନୀ ।