ମେଟ୍ରୋ ଟ୍ରେନରେ ଯାତ୍ରା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ. ମେଟ୍ରୋରେ ବସି ଛାତ୍ରଛାତ୍ରୀଙ୍କ ଆଲୋଚନା କଲେ ରାଷ୍ଟ୍ରପତି. ରାଷ୍ଟ୍ରପତିଙ୍କୁ ଅତି ନିକଟରେ ପାଇ ବେଶ ଖୁସି ଛାତ୍ରଛାତ୍ରୀ. କଡ଼ା ସୁରକ୍ଷା ବଳୟ ଭିତରେ ମେଟ୍ରୋରେ ଯାତ୍ରା କରିଛନ୍ତି ରାଷ୍ଟ୍ରପତି. ରାଷ୍ଟ୍ରପତିଙ୍କ କରକମଳରେ ବସ ସେବାର ଶୁଭାରମ୍ଭ