ଓଡିଶା

odisha

ଓଡ଼ିଶାରେ ମୋଦି, ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କଲେ ରାଜ୍ୟବାସୀ , ଦେଖନ୍ତୁ ଫଟୋ - PM in Odisha

By ETV Bharat Odisha Team

Published : Sep 17, 2024, 1:23 PM IST

ଆଜି ଓଡ଼ିଶା ଆସି ସୁଭଦ୍ରା ଯୋଜନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ଉତ୍ସବମୁଖର ରହିଥିଲା ବିଜେପି ଶିବିର ସମେତ ପୂରା ରାଜ୍ୟ । (CM Mohan Majhi (X ))
ଜନ୍ମଦିନରେ PMAY ହିତାଧିକାରୀଙ୍କୁ ଭେଟିବା ସହ ସେମାନଙ୍କ ଘରେ ଖିରି ଖାଇଲେ ପ୍ରଧାନମନ୍ତ୍ରୀ ମୋଦି। ସାଙ୍ଗରେ ଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। (CM Mohan Majhi (X ))
ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କ ସ୍ବାଗତ ପାଇଁ ଏମିତି ସଜେଇ ହୋଇଛି ରାଜଧାନୀ ଭୁବନେଶ୍ବର। (CM Mohan Majhi (X ))
ରାଜ୍ୟ ବିଜେପି ଶିବିରରେ ଉତ୍ସବର ମାହୋଲ। ଦଳୀୟ କର୍ମୀଙ୍କ ସହ ଫଟୋ ଉଠାଇଲେ ବିଧାୟିକା ଉପାସନା ମହାପାତ୍ର । (CM Mohan Majhi (X ))
ସୁଭଦ୍ରା ଯୋଜନାର ଶୁଭାରମ୍ଭ ପୂର୍ବରୁ ଲୋକାରଣ୍ୟ ହୋଇଥିଲା ଜନତା ମଇଦାନ । (CM Mohan Majhi (X ))
ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ଜନତା ମଇଦାନ ମଞ୍ଚ ଉପରେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଏବଂ ଭୁବନେଶ୍ବର ସାଂସଦଙ୍କ ସମେତ ବହୁ ବରିଷ୍ଠ ନେତୃତ୍ବ ଉପସ୍ଥିତ । (CM Mohan Majhi (X ))
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏୟାରପୋର୍ଟରୁ କାରକେଡରେ ଆସୁଥିବା ସମୟର ଦୃଶ୍ୟ । (CM Mohan Majhi (X ))

ABOUT THE AUTHOR

...view details