ଓଡିଶା

odisha

ETV Bharat / photos

ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ ସୁଦର୍ଶନ ସେତୁ, ଦେଖନ୍ତୁ ଝଲକ୍‌ - ସୁଦର୍ଶନ ସେତୁ

ଗାନ୍ଧୀନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜର ଡ୍ରିମ ପ୍ରୋଜେକ୍ଟ ସୁଦର୍ଶନ ସେତୁର ଲୋକାର୍ପଣ କରିଛନ୍ତି । ଗୁଜୁରାଟର ଏହି ସିଗ୍ନେଚର ବ୍ରିଜ କାରଣରୁ ବାର୍ଷିକ ପ୍ରାୟ 65 ଲକ୍ଷରୁ ଅଧିକ ଲୋକେ ଉପକୃତ ହେବେ । ପ୍ରଧାନମନ୍ତ୍ରୀ ପ୍ରଥମେ ଦ୍ବାରକା ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଓଖା-ବେଟ୍ ଦ୍ବାରକା ସିଗ୍ନେଚର ବ୍ରିଜର ଉଦଘାଟନ କରିଛନ୍ତି । ଦ୍ବାରକାରେ ଅବସ୍ଥିତ ଏହି ବ୍ରିଜ ଓଖାରୁ ବେଟକୁ ସଂଯୋଗ କରୁଛି ।

By ETV Bharat Odisha Team

Published : Feb 25, 2024, 11:46 AM IST

ସୁଦର୍ଶନ ସେତୁର ଶୁଭ ଉଦଘାଟନ କରୁଛନ୍ତି ପ୍ରଧାନମନ୍ତ୍ରୀ Credit:@Narendramodi
ସୁଦର୍ଶନ ସେତୁ ଉପରେ ପ୍ରଧାନମନ୍ତ୍ରୀ ମୋଦି Credit:@Narendramodi
ନରେନ୍ଦ୍ର ମୋଦିଙ୍କ ଡ୍ରିମ ପ୍ରୋଜେକ୍ଟ ସୁଦର୍ଶନ ସେତୁର ଲୋକାର୍ପଣ Credit:@Narendramodi
ସୁଦର୍ଶନ ସେତୁ ଭାରତର ଦୀର୍ଘତନ କେବୁଲ ବ୍ରିଜ Credit:@Narendramodi
ପ୍ରାୟ ୯୮୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି ଏହି ସେତୁ Credit:@Narendramodi
ସିଗ୍ନେଚର ବ୍ରିଜର ଲମ୍ବ 2 ହଜାର 320 ମିଟର ରହିଛି Credit:@Narendramodi
ବ୍ରିଜର 12ଟି ସ୍ଥାନରେ ଗ୍ୟାଲେରୀର ବ୍ୟବସ୍ଥା ସହ ଥିବା ଫୁଟପାଥରେ ସୋଲାର ପ୍ୟାନେଲ ମଧ୍ୟ ଲାଗିଛି । Credit:@Narendramodi
ପୋଲଟି ପୁରାତନ ଓ ଆଧୁନିକ ଦ୍ବାରକାକୁ ପରସ୍ପର ସହିତ ସଂଯୋଗ କରିବ Credit:@Narendramodi

ABOUT THE AUTHOR

...view details