ଓଡିଶା

odisha

ଫଟୋରେ ଖବର: ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ମେଡାଲ ଜିତିଲା ଭାରତ, ଦେଖନ୍ତୁ ବିଜୟ ସମୟର ଅଭୁଲା ଦୃଶ୍ୟ - Paris Olympics 2024

By ETV Bharat Sports Team

Published : Aug 9, 2024, 10:50 AM IST

Updated : Aug 9, 2024, 11:19 AM IST

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଚମକିଲା ଟିମ୍‌ ଇଣ୍ଡିଆ । ସ୍ବର୍ଣ୍ଣ, ରୌପ୍ୟ ନ ହେଲା ନାଇ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଦଳ । ସ୍ପେନକୁ 2-1ରେ ହରାଇ 52 ବର୍ଷ ପରେ ଲଗାତାର ଭାବେ ଦୁଇଟି ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ଜିତିଛି ଭାରତ । ((AP PHOTO))
ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଛି ଭାରତୀୟ ପୁରୁଷ ହକି ଦଳ ((AP PHOTO))
ସ୍ପେନକୁ 2-1ରେ ହରାଇଲା ଭାରତ ((AP PHOTO))
52 ବର୍ଷ ପରେ ଲଗାତାର ଭାବେ ଦୁଇଟି ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ଜିତିଛି ଭାରତ ((AP PHOTO))
ବ୍ରୋଞ୍ଜ ପଦକ ପାଇବା ପରେ ବିଜୟ ଉତ୍ସବ ((AP PHOTO))
2ଟି ଗୋଲ ଦେଇଥିଲେ ଅଧିନାୟକ ହରମନପ୍ରିତ ((AP PHOTO))
ହକିରୁ ଗୋଲ କିପର ପିଆର ଶ୍ରୀଜେଶଙ୍କ ଅବସର ((AP PHOTO))
Last Updated : Aug 9, 2024, 11:19 AM IST

ABOUT THE AUTHOR

...view details