ହାଇଦ୍ରାବାଦ: ଏମଜି ମୋଟର୍ସ ଭାରତରେ ପ୍ରଥମ ଇଲେକ୍ଟ୍ରିକ ସ୍ପୋର୍ଟସ କାର MG Cyberster ଲଞ୍ଚ କରିବାକୁ ଯାଉଛି । ଏହାକୁ ପ୍ରିମିୟମ MG Select retail ଚ୍ୟାନେଲ ଦ୍ବାରା ବିକ୍ରି କରାଯିବ । କାରର ଷ୍ଟାଇଲିସ୍ ଡିଜାଇନ ଓ ଲୁକ୍ କାର ଲଭରଙ୍କ ବ୍ୟତୀତ ସାଧାରଣ ଲୋକଟିକୁ ବି ଆକର୍ଷିତ କରୁଛି । 1960 ମସିହାରେ ବିକ୍ରି ହେଉଥିବା MG B Roadsterଠାରୁ ପ୍ରେରିତ ହୋଇ କାରଟି ନିର୍ମିତ । (Credit- MG Motor)