ପ୍ରଥମ ଇଭି (ଇଲେକ୍ଟ୍ରିକ ଭେହିକଲ) ଆଣିବାକୁ ଯାଉଛି ମାରୁତି ସୁଜୁକି ।. ଯାହାର ନାମ ଇ-ଭିଟାରା ରଖାଯାଇଛି ।. ବିଶ୍ବ ବଜାର ପାଇଁ ମାରୁତି ସୁଜୁକିର ଗୁଜୁରାଟ ପ୍ଲାଣ୍ଟରେ ଇ-ଭିଟାରା ଉତ୍ପାଦନ ହେବ ।. 2025ର ଗ୍ରୀଷ୍ମ ଋତୁରେ ଭାରତରେ ଲଞ୍ଚ ହୋଇପାରେ ।. ପ୍ରଥମେ ଏହା ୟୁରୋପ ଏବଂ ଜାପାନରେ ଲଞ୍ଚ ହେବ ।. ଇ-ଭିଟାରାର ଭିତର ଡିଜାଇନ. ଏହି କାର ଜାନୁଆରୀ 2025ରେ ଅଟୋ ଏକ୍ସପୋରେ ଏସୀୟ ବଜାରରେ ଡେବ୍ୟୁ କରିବ ।. ଇ-ଭିଟାରାର ଭିତର ଡିଜାଇନ. ଦୁଇଟି ବ୍ୟାଟେରୀ ପ୍ୟାକ୍ ବିକଳ୍ପ ସହିତ ଆସିବ ।