ଓଡିଶା

odisha

By ETV Bharat Odisha Team

Published : Mar 3, 2024, 1:47 PM IST

ETV Bharat / photos

ପାରମ୍ପରିକ ଲୁକରେ ନଜର ଆସିଲେ ଦବଙ୍ଗ ଗର୍ଲ, ଦେଖନ୍ତୁ ଲାଟେଷ୍ଟ ଫଟୋ

Sonakshi Sinha Pics : ଦବଙ୍ଗ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କର ଆଗାମୀ ନେଟଫ୍ଲିକ୍ସ ସିରିଜ୍ ହିରାମଣ୍ଡି:ଦ ଡାଇମଣ୍ଡ ବାଜାରର ରିଲିଜକୁ ନେଇ ଉତ୍ସାହିତ ଅଛନ୍ତି । ଅଭିନେତ୍ରୀ ପ୍ରମୋସନାଲ ସୁଟରୁ ପିଙ୍କ ସାରାରା ପିନ୍ଧି ଲାଟେଷ୍ଟ ଫୋଟ ସେୟାର କରିଛନ୍ତି । ଗୋଲାପୀ ଥିମ୍ ଫଟୋସୁଟରେ ଅଭିନେତ୍ରୀଙ୍କ ସହ ହିରାମଣ୍ଡିର ଅନ୍ୟ ସୁନ୍ଦରୀମାନେ ମଧ୍ୟ ନଜର ଆସିଛନ୍ତି ।
ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କର ଆଗାମୀ ନେଟଫ୍ଲିକ୍ସ ସିରିଜ୍ ହିରାମଣ୍ଡି:ଦ ଡାଇମଣ୍ଡ ବାଜାର ରିଲିଜକୁ ନେଇ ପ୍ରସ୍ତୁତ
ସୋନାକ୍ଷୀ ପ୍ରମୋଶନାଲ ସୁଟରୁ ଲାଟେଷ୍ଟ ଫଟୋ ସେୟାର କରିଛନ୍ତି
ଗୋଲାପି ସାରାରା ଡ୍ରେସରେ ଦବଙ୍ଗ ଗାର୍ଲଙ୍କ ପାରମ୍ପରିକ ଲୁକ
ବଲିଉଡର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନାଙ୍କ ଫଟୋସୁଟ
ସାରାରା ଡ୍ରେସରେ ସୋନାକ୍ଷୀଙ୍କ ସହ ହିରାମଣ୍ଡିର ଅଭିନେତ୍ରୀମାନେ ମଧ୍ୟ ପୋଜ ଦେଇଥିବା ନଜରରେ ଆସିଛନ୍ତି
ସୋନାକ୍ଷୀଙ୍କ ସହିତ ଅଦିତି, ଶର୍ମିନ ସହଗଲ,ମନୀଷା, ରିଚା ଓ ସଂଞ୍ଜିଦାଙ୍କୁ ଦେଖିବାକୁ ମିଳିଛି
ହିରାମଣ୍ଡି ଫିଲ୍ମ ନିର୍ମାତା ସଞ୍ଜୟ ଲିଲା ଭଂସାଲିଙ୍କ ଓଟିଟି ଡେବ୍ୟୁ ଅଟେ
ଗୋଲାପି ଥିମ ଫଟୋସୁଟରେ ସୋନାକ୍ଷୀଙ୍କ ସହିତ ହିରାମଣ୍ଡିର ଅନ୍ୟ ଅଭିନେତ୍ରୀ ମଧ୍ୟ ନଜର ଆସିଛନ୍ତି

ABOUT THE AUTHOR

...view details