ମେଷ: ବ୍ୟବସାୟ ଦୃଷ୍ଟିରୁ ଆପଣ ଆପଣଙ୍କ ବରିଷ୍ଠ ବ୍ୟକ୍ତିମାନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନାରେ ଲାଗି ରହିବେ । ଆପଣଙ୍କ ପ୍ରକଳ୍ପକୁ ସରକାର ତରଫରୁ କିଛି ଲାଭ ମିଳିବ । ଚାକିରି ସମ୍ବନ୍ଧୀୟ ଯାତ୍ରା ଆପଣ କରିପାରନ୍ତି ।
ବୃଷ: ଆପଣଙ୍କ ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କଠାରୁ ଭଲ ଖବର ଆଶା କରିପାରନ୍ତି । ଏହା ଆପଣଙ୍କୁ ଖୁସି କରାଇବ ଏବଂ ଭ୍ରମଣ କରିଯିବା ପାଇଁ ଆପଣ ଏକ ଯୋଜନା ପ୍ରସ୍ତୁତ କରିବେ । ଛାତ୍ରମାନେ ମନ ଯୋଗ ଦେଇ ପାଠପଢିବେ ଏବଂ ବିଦେଶରେ ଯାଇ ଇଣ୍ଟର୍ଣ୍ଣ କରିବା ସପକ୍ଷରେ ଯିବ । ଛୁଟି ସମୟରେ ଗୋଟିଏ ତୀର୍ଥସ୍ଥାନ ଦର୍ଶନ କରିପାରନ୍ତି । ଏସବୁ ସମସ୍ତ ଖୁସିରେ ଖୁସିରେ ମିଳିଯିବ ।
ମିଥୁନ: ଆଜି ଦିନରେ କିଛି ଅଶୁଭ ସଙ୍କେତ ଘଟିପାରେ । ଯଦି ସମ୍ଭବ, ଯେଉଁମାନଙ୍କର ଡାକ୍ତରୀ ଚିକିତ୍ସା ସମ୍ବନ୍ଧିତ ଅଛି, ତେବେ ଅସ୍ତ୍ରାଘାତରୁ ଦୂରରେ ରୁହନ୍ତୁ । ରାଗ ହେବା ଦ୍ୱାରା ଆପଣ ନିଜର କ୍ଷତି କରିପାରନ୍ତି । ଆପଣ ଦାୟିତ୍ୱହୀନତା ଯୋଗୁଁ ଆପଣ ଲଜ୍ଜିତ ହୋଇପାରନ୍ତି । ସାବଧାନ ରୁହନ୍ତୁ ।
କର୍କଟ: ଆପଣ ଆପଣଙ୍କର ଦିନଟିକୁ ସାଙ୍ଗସାଥି ଏବଂ ପ୍ରିୟଜନମାନଙ୍କ ସହିତ ସୁଖରେ ବିତାଇ ପାରନ୍ତି । ଅତ୍ୟଧିକ ଆମୋଦପ୍ରମୋଦ ଆପଣଙ୍କୁ ଅତ୍ୟନ୍ତ ଖୁସି ରଖି ପାରେ । ବ୍ୟବସାୟ ଆଡକୁ ଦେଖିବାକୁ ଗଲେ, ଆପଣ ଆର୍ଥିକ ଭାବରେ ଲାଭବାନ ହେବେ । ଆପଣ ଆପଣଙ୍କ ପାର୍ଟନର୍ଙ୍କଠାରୁ ଲାଭ ପାଇପାରନ୍ତି । ଛୋଟ ଯାତ୍ରାର ଅନୁଭବ ଆପଣଙ୍କର ସର୍ବଦା ମନେ ରହିବ । ସାମାଜିକ ଭାବରେ ଆପଣ ସମ୍ମାନ ଅର୍ଜନ କରିବେ ।
ସିଂହ: ବ୍ୟସ୍ତତା ଆପଣଙ୍କୁ ଆଜି ଅସୁବିଧାରେ ପକାଇପାରେ । ଦ୍ୱନ୍ଦ ଏବଂ ଦୁଃଖ ଆପଣଙ୍କୁ ଗୋଡେଇ ଧରିବ, ଯାହାଦ୍ୱାରା ଆପଣ କଠିବ ହୃଦୟ ହୋଇଯିବେ । କିଛି କାରଣ ବଶତଃ, ଆପଣ କାର୍ଯ୍ୟ କରିବାବେଳେ ଅନେକ ଅସୁବିଧାର ସମ୍ମୁଖିନ ହୋଇପାରନ୍ତି । ଆପଣଙ୍କ ପେଶାରେ ଆପଣ ସହକର୍ମୀଙ୍କଠାରୁ କମ୍ ସାହାଯ୍ୟ ସହଯୋଗ ପାଇବେ । ବରିଷ୍ଠମାନଙ୍କ ସହ କଥାବାର୍ତ୍ତା କରିବା ବେଳକୁ ସାବଧାନତା ଅବଲମ୍ବନ କରନ୍ତୁ ।
କନ୍ୟା: ଆଜି ଛାତ୍ରମାନଙ୍କ ପାଇଁ କଠିନ ରହିବ । ଆପଣଙ୍କର ଲକ୍ଷ୍ୟ ଘୁଞ୍ଚିଯାଇପାରେ । ପିଲାମାନେ ଦିନସାରା ଆପଣଙ୍କୁ ବ୍ୟସ୍ତ କରି ପକାଇବେ । ଆଜି ନିବେଶକମାନେ ସାବଧାନତା ଅବଲମ୍ବନ କରିବେ । ଆପଣଙ୍କୁ କୌଣସି ପ୍ରକାର ଭୌତିକ ତର୍କ ଏବଂ ଆଲୋଚନାଠାରୁ ବିରତି ରହିବାକୁ ପରାମର୍ଶ ଦିଆଯାଇଛି ।
ତୁଳା: ଆଜି ଦିନଟିରେ ଆପଣ ଦାୟିତ୍ୱହୀନତା ଏବଂ ବ୍ୟସ୍ତତା ଅନୁଭବ କରିବେ । ଆପଣ ଆପଣଙ୍କ ମାଆଙ୍କ ବିଷୟରେ ବ୍ୟସ୍ତ ହୋଇପାରନ୍ତି ।ସମ୍ପତ୍ତି ସମ୍ପର୍କିତ କାଗଜ ପତ୍ରରେ କଥାବାର୍ତ୍ତା କରିବାବେଳେ ସତର୍କ ରୁହନ୍ତୁ । ଯଦି ସମ୍ଭବ, ଭମଣ କରନ୍ତୁ ନାହିଁ । ଆପଣଙ୍କ ପରିବାରର ପରିବେଶ ଅସ୍ଥିର ଅବସ୍ଥାରେ ରହିପାରେ । ଆପଣଙ୍କ ପ୍ରତି ଲଜ୍ୟାଶୀଳ ହେଉଥିବା ପରିସ୍ଥିତି ଭିତରକୁ ଯିବା ବର୍ଜନ କରନ୍ତୁ ।
ବିଛା: ଆଜି ଖୁସିବାସୀ ଆପଣଙ୍କର ଅନ୍ୟ ନାମ ହୋଇ ରହିବ । ଆପଣ ନିଜକୁ ଖୁସିବାସୀର ଆଲୋଚନା ଏବଂ ଅନୁଷ୍ଠାନରେ ନିଜକୁ ଲଗାଇ ଦେଇପାରନ୍ତି । ଆପଣ ଆପଣଙ୍କ ବନ୍ଧୁଙ୍କ ସାଙ୍ଗରେ ଯୋଗାଯୋଗ କରିବା ପାଇଁ ଆନ୍ତରିକ ଭାବରେ ଚେଷ୍ଟା କରିବେ ମାତ୍ର ଅସଫଳ ରହିବେ । ଆପଣ ଅନୁଷ୍ଠାନ ଭିତରକୁ ପ୍ରବେଶ କରିବା କ୍ଷଣି ଏହା ଆପଣଙ୍କୁ ଲାଭ ଉପକରଣ ଯୋଗାଇବ କିମ୍ବା ସେମାନଙ୍କ ସହ ନୁଆ ପ୍ରକଳ୍ପ ଆରମ୍ଭ କରିପାରନ୍ତି ।
ଧନୁ: ଆଜି ଦିନରେ ଆପଣ ଦ୍ୱନ୍ଦପୂର୍ଣ୍ଣ ରହିବେ । ଆପଣଙ୍କ ପରିବାରର ପରିବେଶ ଅସ୍ଥିର ଅବସ୍ଥାରେ ରହିପାରେ । ନିୟମିତ କାର୍ଯ୍ୟ କରିବାରେ ଆପଣ ସଂପୂର୍ଣ୍ଣ ଭାବରେ ଅକ୍ଷମ ରହିବେ । ଆପଣ ଚିନ୍ତିତ ଅନୁଭବ କରିପାରନ୍ତି । ଆଜି କୌଣସି ପ୍ରକାର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ନେବାରୁ ବିରତି ରୁହନ୍ତୁ । ଆପଣ କେବଳ ପେଶା ଏବଂ ଘରୋଇ କାମରେ ମଜ୍ଜି ରହିବେ ।
ମକର: ଆପଣ ଗୋଟିଏ ପ୍ରାର୍ଥନା ସହ ଦିନଟିକୁ ଆରମ୍ଭ କରନ୍ତୁ ଯାହାକି ଆପଣଙ୍କୁ ଅନୁକୂଳ ରଖିବ । ଆଜି ଆପଣ ଧର୍ମାର୍ଥ କାର୍ଯ୍ୟ କଳାପରେ ମଜ୍ଜି ରହିବେ । ଆପଣଙ୍କ ପରିବାରର ପରିବେଶ ଅନୁକୂଳ ରହିବ । ଆପଣଙ୍କ ସାଙ୍ଗ ଏବଂ ପ୍ରିୟଜନମାନଙ୍କ ଠାରୁ କିଛି ଉପହାର ପାଇବାର ଆଶା ଅଛି । ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପ୍ରଭାବ ସବୁଆଡେ ବହୁଳ ଭାବରେ ଚହଳ ପକାଇବ । ଆପଣଙ୍କ ବରିଷ୍ଠମାନେ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇପାରନ୍ତି ।
କୁମ୍ଭ:ଏ ସମୟରେ ନିଜ ଶରୀର, ସୁଖାଦ୍ୟ, ଏବଂ ବ୍ୟାୟାମ ଇତ୍ୟାଦିରେ ଅବହେଳା କରନାହିଁ । ଠିକରେ ବିଶ୍ରାମ ମିଳିବ ନାହିଁ । ନିଜେ ଅସୁସ୍ଥତା ଅନୁଭବ କରିବେ, ଯେଉଁଥିରେ ମାନସିକ ସ୍ଥିରତା ଦରକାର । କଚେରୀ କାମରେ ସାବଧାନ ଏବଂ କାହା କଥାରେ ଧନ ଲଗାନ୍ତୁ ନହିଁ । ପଇସାପତ୍ର, ବାକ୍ୟ ଓ ରାଗିଯିବା ଅଭ୍ୟାସ ପ୍ରତି ସାବଧାନ ହୁଅନ୍ତୁ ।
ମୀନ: ସାମାଜିକ ପ୍ରତିଷ୍ଠାକୁ ଅବମାନନା କରନାହିଁ । ଆଜି ସେଥିଯୋଗୁଁ କଷ୍ଟ ପାଇବେ । ଅଫିସରେ କୌଣସି କାର୍ଯ୍ୟକୁ ନେଇ ଲଜ୍ଜିତ ହୋଇପାରନ୍ତି । କୌଣସି କାର୍ଯ୍ୟ କିରବା ପୂର୍ବରୁ ଦୁଇ ଥର ଭାବନ୍ତୁ । ଯାନବାହାନ ଚଳାଚଳ ଠାରୁ ଦୂରେଇ ରୁହନ୍ତୁ ।