Vote counting: ବଲାଙ୍ଗୀରର 14ଟି ଜୋନରେ ଭୋଟ ଗଣତି ଜାରି

By

Published : Feb 26, 2022, 2:32 PM IST

Updated : Feb 3, 2023, 8:17 PM IST

thumbnail
ବଲାଙ୍ଗୀର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ଜାରି ରହିଛି। ଜିଲ୍ଲାର 14ଟି ବ୍ଲକରେ 14 ଜିଲ୍ଲା ପରିଷଦ ଜୋନର ମତଗଣତି ପ୍ରକ୍ରିୟା ଚାଲିଛି। ତେବେ ଦ୍ବିତୀୟ ରାଉଣ୍ଡ ସୁଦ୍ଧା ବିଜେଡି ଦଳ 11ଟି ଜିଲ୍ଲା ପରିଷଦ ଜୋନରେ ଆଗୁଆ ରହିଥିବା ଜଣାପଡ଼ିଛି। ସେହିପରି ବିଜେପି ଦୁଇଟି ଓ କଂଗ୍ରେସ ଗୋଟିଏ ଜିଲ୍ଲା ପରିଷଦ ଜୋନରେ ଆଗୁଆ ଅଛି। ଭୋଟ ଗଣତି କେନ୍ଦ୍ରରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ
Last Updated : Feb 3, 2023, 8:17 PM IST

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.