WATCH VIDEO: ପର୍ଯ୍ୟଟକଙ୍କୁ ଗୋଡାଇଲା ହାତୀ, ପଡି ଉଠି ଦୌଡିଲେ ଯୁବକ - ମୁଦୁମାଲାଇ ଜଙ୍ଗଲ ଅଞ୍ଚଳରେ ପର୍ଯ୍ୟଟକଙ୍କୁ ହାତୀର ଆକ୍ରମଣ
🎬 Watch Now: Feature Video
ଚେନ୍ନାଇ: ତାମିଲନାଡୁର ମୁଦୁମାଲାଇ ଜଙ୍ଗଲ ଅଞ୍ଚଳରେ ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି । ମୁଦୁମାଲାଇ ଜଙ୍ଗଲ ଅଞ୍ଚଳରେ ଦନ୍ତା ହାତୀ କବଳରେ ପଡିଛନ୍ତି ଜଣେ ପର୍ଯ୍ୟଟକ । ଆଉ ତାଙ୍କ ପଛେ ପଛେ ହାତୀ ଗୋଡାଉଛି । ପ୍ରାଣ ବିକଳରେ ପର୍ଯ୍ୟଟକ ଜଣକ ପଡି ଉଡି ଦୌଡିବା ସହ ଚଳନ୍ତା କାର ଭିତରେ ପ୍ରବେଶ କରିବାକୁ ଉଦ୍ୟମ କରିଛନ୍ତି । ମୁଦୁମାଲାଇ ଜଙ୍ଗଲ ହେଉଛି ନୀଳଗିରି ପାହାଡର ଉତ୍ତର-ପଶ୍ଚିମ ପାର୍ଶ୍ବରେ ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ । ଏହା ଭାରତର ଏକ ଜଣାଶୁଣା ଟାଇଗର ରିଜର୍ଭ ବା ବାଘ ଅଭୟାରଣ୍ୟ । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
TAGGED:
ନୀଳଗିରି ଅଞ୍ଚଳରୁ ଭାଇରାଲ ଭିଡିଓ