କାଳିଆ ପ୍ରେମରେ ବନ୍ଧା ଯୁବତୀ, ରଙ୍ଗ ଦେଇ ସଜାଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି

By

Published : Jun 29, 2022, 1:49 PM IST

thumbnail
ବାଲେଶ୍ବର: ଆଉ ଦୁଇଦିନ ପରେ ଅନୁଷ୍ଠିତ ହେବ ବିଶ୍ବ ପ୍ରସିଦ୍ଧ ମହାପ୍ରଭୁଙ୍କ ରଥାଯାତ୍ରା । ଦୁଇବର୍ଷର ବ୍ୟବଧାନ ପରେ ଏଥର କାଳିଆ ସାଆନ୍ତ ଭକ୍ତଙ୍କ ମେଳରେ ରଥାରୂଢ ହୋଇ ଯିବେ ମାଉସୀ ଘର । ଏନେଇ ଭକ୍ତ ମନରେ ବେଶ ଉତ୍ସାହ ରହିଥିବା ବେଳେ ଜଗନ୍ନାଥଙ୍କୁ ସଜେଇ ତାଙ୍କୁ ଆକର୍ଷଣୀୟ କରୁଛନ୍ତି ଜଣେ ଯୁବତୀ । ଏଭଳି କାରୁକାର୍ଯ୍ୟ ପାଇଁ ଚର୍ଚ୍ଚାରେ ବାଲେଶ୍ଵର ସହରର ସୁଏଲପୁର ଅଞ୍ଚଳର ମୋନାଲିସା ସାହୁ । ଜଗନ୍ନାଥଙ୍କ ବିଗ୍ରହ ବିକ୍ରି ପାଇଁ ସେ ଆଗ୍ରହଙ୍କୁ କୌଣସି ପଇସା ଦାବି ନକରି ସ୍ବଇଚ୍ଛାରେ ଗ୍ରହକଙ୍କ ଠାରୁ ପଇସା ରଖନ୍ତି । ଯୁବତୀଙ୍କ ଏଭଳି ପ୍ରତିଭା ମୋନାଲିସାଙ୍କୁ ନୂତନ ପରିଚୟ ଦେଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.