thumbnail

ସୁସ୍ଥ ହେଉଛି ଆହତ ଅଜଗର, ଚାଲିଛି ଚିକିତ୍ସା

By

Published : Oct 17, 2022, 8:53 AM IST

ବ୍ରହ୍ମପୁର: ଆହତ ଅଜଗରର ଚାଲିଛି ଚିକିତ୍ସା । ବ୍ରହ୍ମପୁର ବନ ବିଭାଗ ପକ୍ଷରୁ ଓଡ଼ିଶା-ଆନ୍ଧ୍ର ସୀମାନ୍ତରୁ ଗୁରୁତର ଭାବେ ଉଦ୍ଧାର ହୋଇଥିବା ଆହତ ଅଜଗରର ଗତ ପାଞ୍ଚ ଦିନ ଧରି ଚିକିତ୍ସା ଜାରି ରହିଛି । ସାପଟିର ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ହୋଇଛି । ଅଜଗର ସ୍ବାସ୍ଥ୍ୟରେ ସୁଧାର ଆସୁଥିବାବେଳେ ଖୁବଶୀଘ୍ର ସୁସ୍ଥ ହୋଇଯିବା ନେଇ ପ୍ରାଣୀ ଚିକିତ୍ସକ ଆଶାବାଦୀ ଅଛନ୍ତି । ସାପଟି ସମ୍ପୂର୍ଣ୍ଣ ସୁସ୍ଥ ହେଲେ ପୁଣି ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡି ଦିଆଯିବ ବୋଲି ସ୍ନେକ ହେଲ୍ପ ଲାଇନ କହିଛି। ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.