ଯେବେ ଭେଟ ହୁଏ ଭାଲୁ ସହ, ଦେଖନ୍ତୁ ଏହି ଭୟଙ୍କର ଭିଡ଼ିଓ - ଭାଲୁ
🎬 Watch Now: Feature Video

ମଣିଷ ଜାଣି ନଥାଏ କେତେବେଳେ କେହା ସହ ଭେଟ ହେବ । କେତେବେଳେ ମୃତ୍ୟୁ ନିକଟତର ହୋଇଯାଇ ତ, ଆଉ କେତେବେଳେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତିଯାଆନ୍ତି ଅନେକ ଲୋକ । ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଦେଖିଲେ ଆପଣଙ୍କ ଲୋମ ମଧ୍ୟ ଟାଙ୍କୁରୀ ଉଠିବ ।