thumbnail

By

Published : Aug 28, 2020, 10:56 PM IST

ETV Bharat / Videos

ଆଦିତ୍ୟ ଦାସ ମୃତ୍ୟୁ ମାମଲା: ତିନି ସହଯୋଗୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଆରମ୍ଭ

ରୋଚକ ମୋଡ ନେବାରେ ଲାଗିଛି ମାନବ ପ୍ରେମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । ଏହା ଏକ ହତ୍ୟା ନା ଆତ୍ମହତ୍ୟା ସେନେଇ ଚାଲିଛି ତନାଘନା । ଏନେଇ ଗୁରୁବାର ପତ୍ନୀ ବିଦ୍ୟାଶ୍ରୀଙ୍କୁ ନେଇ ଲାଏ ଡିଟେକ୍ସନ ଟେଷ୍ଟ ଆରମ୍ଭ ହୋଇଥିବା ବେଳେ ଶୁକ୍ରବାର ଆଦିତ୍ୟଙ୍କ ତିନି ସହଯୋଗୀ ପପୁ, ବିକାଶ ଓ ଦୀପକର ଆରମ୍ଭ ହୋଇଛି ଟେଷ୍ଟ । ତେବେ ଏନେଇ ଅଧିକ ସୂଚନା ଦେଉଛନ୍ତି ଆମ ଭୁବନେଶ୍ବର ପ୍ରତିନିଧି ତାପସ କୁମାର ପରିଡା...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.