ଏବର୍ଷ ପରେଡରେ 1971 ଯୁଦ୍ଧରେ ଭାରତୀୟ ନୌସେନା ବୀରତ୍ବର ଗାଥା ଦେଖିବ ଦେଶ, ଦେଖନ୍ତୁ ଭିଡିଓ... - ନୌସେନାର ବୀରତ୍ବର ଗାଥା
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-10353765-thumbnail-3x2-indiannavy.jpg)
ବିଶାଖାପାଟଣା: ଚଳିତବର୍ଷ ସାଧାରଣତନ୍ତ୍ର ଦିବସ ପରେଡରେ 1971 ଭାରତ ପାକିସ୍ତାନ ଯୁଦ୍ଧରେ ନୌସେନାର ବୀରତ୍ବର ଗାଥା ପ୍ରଦର୍ଶିତ ହେବ । ଏନେଇ ନୌସେନାର ଭାଇସ ଆଡମିରାଲ ଏସଏନ ଘୋରମଡେ ସୂଚନା ଦେଇଛନ୍ତି । 1971 ଭାରତ ପାକିସ୍ତାନ ଯୁଦ୍ଧରେ ଭାରତୀୟ ନୌସେନା ଅଦମ୍ୟ ସାହାସ ସହ ନିଜର ଯୁଦ୍ଧ ନିପୁଣତା ପ୍ରଦର୍ଶିତ କରାଯିବ ।