Ind vs SA T-20: ମହିଳାଙ୍କ ପାଇଁ ସ୍ୱତନ୍ତ୍ର 2 କାଉଣ୍ଟର

By

Published : Jun 9, 2022, 9:57 AM IST

thumbnail

କଟକ: ଆସନ୍ତା 12 ତାରିଖରେ ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦ୍ବିତୀୟ ଟି-ଟ୍ବେଣ୍ଟି ମ୍ୟାଚ । ଆଜିଠୁ କାଉଣ୍ଟରରେ ଟିକେଟ ବିକ୍ରି ହେବ । କଟକବାସୀଙ୍କୁ ଘାରିଛି କ୍ରିକେଟ ନିଶା । ଷ୍ଟାଡିୟମ ବାହାରେ ଯାତ୍ରା ପଡିଆ ପରି ଭିଡ ଲଗାଇଛନ୍ତି ଫ୍ୟାନ୍ସ । ଟିକେଟ ବିକ୍ରି ପାଇଁ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଲାଇନ କରାଯାଇଛି । କାଉଣ୍ଟର ଆଗରେ ମହିଳାଙ୍କ ଖଚାଖଚ ଭିଡ ଦେଖିବାକୁ ମିଳିଛି । 9ଟି କାଉଣ୍ଟରରେ 12 ହଜାର ଟିକେଟ ବିକ୍ରି ନେଇ ବ୍ୟବସ୍ଥା ହୋଇଛି । ମହିଳା ଦର୍ଶକଙ୍କ ପାଇଁ 2ଟି କାଉଣ୍ଟକ ଖୋଲିଛି । ଦେଖନ୍ତୁ କିପରି ରହିଛି ଭିଡ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.