thumbnail

By

Published : Jun 14, 2022, 8:12 PM IST

ETV Bharat / Videos

ରଣପୁର ସ୍ନାନ ମଣ୍ଡପରେ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂର୍ତ୍ତି

ନୟାଗଡ଼: ରଣପୁରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନଯାତ୍ରା ଅନୁଷ୍ଠିତ । ୨ ବର୍ଷର କୋରୋନା କଟକଣା ପରେ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ସମାଗମ । ପୁରୀ ଭଳି ସମାନ ନୀତିକାନ୍ତି ଏଠାରେ ବର୍ଷ ତମାମ ଅନୁଷ୍ଠିତ ହୋଇଥାଏ । ୧୦୮ ସୁବାସିତ କୁମ୍ଭ ଜଳରେ ବଡ଼ ଠାକୁର ବଳଭଦ୍ର, ମହାପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କର ସ୍ନାନ କରାଯାଇଛି । ସନ୍ଧ୍ୟାରେ ଶ୍ରୀଜୀଉ ଗଜ ବେଶରେ ଦର୍ଶନ ଦେବେ । ଏହାପରେ ତିନିଠାକୁରଙ୍କୁ ଅଣସର ଘରକୁ ନିଆଯିବାକୁ ବ୍ୟବସ୍ଥା କରାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.