କୂଳରେ ଲାଗିଲା ପୁଳାପୁଳା ମାଛ, ବୋହିନେଲେ ଲୋକେ

By

Published : Sep 21, 2022, 7:54 AM IST

thumbnail
ବେଙ୍ଗାଲୁରୁ: ସମୁଦ୍ର କୂଳରେ ଲାଗିଲା ପୁଳାପୁଳା ଜୀଅନ୍ତା ମାଛ । ବହୁତ ପରିମାଣରେ ମାଛ ଦେଖି ଜରିରେ ବୋହିନେଲେ ଲୋକେ । ସୋମବାର କର୍ଣ୍ଣାଟକର ଉଡୁପି ମାଲପେ ବେଳାଭୂମୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ମତ୍ସ୍ୟଜୀବୀଙ୍କ କହିବା ଅନୁସାରେ, ବୁଟାଇ ନାମକ ଏକ ମାଛ ଦଳ ସମୁଦ୍ରରେ ରହିଥାନ୍ତି । ସେମାନେ ଯେତେବେଳେ କୂଳମୁହାଁ ହୁଅନ୍ତି ସେହି ସମୟରେ ଅନ୍ୟମାଛ ଗୁଡିକ ଢେଉରେ ଭାସି ଆସି କୂଳରେ ଲାଗନ୍ତି । ସୋମବାର କୂଳରେ ମାଛ ଲାଗିବା ପରେ ଲୋକେ ଇଚ୍ଛାମୁତାବକ ବୋହି ନେଇଥିଲେ । ଦେଖନ୍ତୁ ଭିଡିଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.