ବେକାରୀ ସମସ୍ୟା ନେଇ ସୁରଙ୍କ ପ୍ରତିକ୍ରିୟା
🎬 Watch Now: Feature Video
ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ବଢୁଛି ବେକାରୀ ଯୁବକ ଯୁବତୀଙ୍କ ସଂଖ୍ୟା । ଲକ୍ଷ ଲକ୍ଷ ଚାକିରୀ ଆଶାୟୀ ଚାକିରି ନପାଇ ବେକାର ରହିଛନ୍ତି । ଏହାକୁ ନେଇ ଗୁରୁବାର ବିଧାନସଭାରେ ଶାସକ ବିରୋଧୀ ଏକ ହୋଇ ସରକାରଙ୍କ ଠାରୁ ଜବାବ ଲୋଡିଥିଲେ । ଏହାସହ ଗରିବୀ ମଧ୍ଯ ରାଜ୍ୟରେ କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଏହାକୁ ନେଇ ବିଧାନସଭା ପରିସରରେ କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କଣ କହୁଛନ୍ତି ଦେଖନ୍ତୁ ?