WATCH VIDEO: ଦେବଦୂତ ସାଜିଲେ RPF ଯବାନ, ଅଳ୍ପକେ ବର୍ତ୍ତିଲା ଯୁବକଙ୍କ ଜୀବନ - ଦେବଦୂତ ସାଜିଲେ କଟକ ରେଲୱେ ଷ୍ଟେସନ

🎬 Watch Now: Feature Video

thumbnail

By

Published : Jun 2, 2022, 7:23 AM IST

କଟକ: ଜୀବନ ବଞ୍ଚାଇଲେ କଟକ RPF ଯବାନ ସାଫିଦ ଖାନ । ଚଳନ୍ତା ଟ୍ରେନରୁ ଓହ୍ଲାଇବାକୁ ଯାଇ ଖସି ପଡିଥିବା ଜଣେ ରେଳ ଯାତ୍ରୀଙ୍କୁ ପ୍ଲାଟଫର୍ମକୁ ଟାଣି ଆଣି ବଞ୍ଚାଇଲେ ଜୀଵନ । ଗତ ରାତି 2ଟା 45 ମିନିଟରେ କଟକ ରେଳ ଷ୍ଟେସନର 4 ନମ୍ବର ପ୍ଲାଟଫର୍ମରେ ପୁରୁଷୋତ୍ତମ ଏକ୍ସପ୍ରେସ ଷ୍ଟେସନ ଭିତରକୁ ପଶୁଥିବା ବେଳେ ଏହି ଘଟଣା ଘଟିଥିବା ଆରପିଏଫ ପକ୍ଷରୁ ସୂଚନା ଦିଆଯାଇଛି । ଯାତ୍ରୀ ଜଣକ ବିହାରରୁ କଟକ ଆସୁଥିଲେ ବୋଲି ଜଣାପଡ଼ିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.