thumbnail

By

Published : Aug 3, 2022, 9:14 PM IST

ETV Bharat / Videos

Rajya Sabha: ଶିମିଳିପାଳକୁ ଜାତୀୟ ଉଦ୍ୟାନ ମାନ୍ୟତା ମିଳୁ: ସାଂସଦ ମମତା ମହନ୍ତ

ନୂଆଦିଲ୍ଲୀ: ଶିମିଳିପାଳକୁ କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରଣାଳୟ ଜାତୀୟ ଉଦ୍ୟାନର ମାନ୍ୟତା ଦେଉନାହିଁ । ଅଭୟ୍ୟାରଣ୍ୟରେ ଅବାଧ ଶିକାର ହେଉଛି । ଜଙ୍ଗଲରୁ ଗଛ କାଟି ନେଇ ଅନ୍ୟତ୍ର ଚାଳନା ହେଉଛି । ଫଳରେ ବନ୍ୟପ୍ରାଣୀ ନିକଟସ୍ଥ ଗାଁକୁ ଆସୁଛନ୍ତି । ଏହାସହ ଶିମିଳିପାଳକୁ ପଡୋଶୀ ଝାଡଖଣ୍ଡ, ପଶ୍ଚିମବଙ୍ଗରୁ ହାତୀ ଆସିଥାନ୍ତି । ଏହି ହାତୀ ମାନେ ଜାତୀୟ ରାଜପଥରେ ଚଳପ୍ରଚଳ କରିଥାନ୍ତି । ଯାହା ଦ୍ବାରା ଲୋକେ ବିଭିନ୍ନ ସମସ୍ୟା ସାମନା କରିଛନ୍ତି । ଗତ 12 ବର୍ଷରେ 954 ହାତୀଙ୍କ ମୃତ୍ୟୁ ହୋଇଛି । ତେଣୁ ତୁରନ୍ତ କେନ୍ଦ୍ର ଜଙ୍ଗଲ ପରିବେଶ ମନ୍ତ୍ରଣାଳୟ ଶିମିଳିପାଳ ହାତୀ କରିଡର ମରାମତି କରୁ । ଏହାସହ ଶିମିଳିପାଳକୁ ଜାତୀୟ ଉଦ୍ୟାନର ମାନ୍ୟତା ମିଳୁ ।

For All Latest Updates

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.