thumbnail

By

Published : Jun 12, 2020, 9:24 PM IST

ETV Bharat / Videos

ଏଥର ରଜରେ ଖୋଜା ପଡ଼ିବ ରଞ୍ଜନ ଭାଇଙ୍କ ପାନ

ବାଲେଶ୍ବର: ଉତ୍କଳୀୟ ପରମ୍ପରା ରଜରେ ପାନ ଖାଇବାର ମଜା ନିଆରା । ପିଠା ପଣା ସାଙ୍ଗକୁ ପାନ ଟିକେ କଳରେ ଜାକିଦେଲେ ରଜ ମଜା ଦ୍ବିଗୁଣିତ ହୋଇଯାଏ । ରଜ ଆସିଲେ ବାଲେଶ୍ଵର ସହରର ଫାଣ୍ଡି ଛକରେ ଥିବା ରଞ୍ଜନ ଦାଶଙ୍କ ପାନ କଥା ସାମ୍ନାକୁ ଆସେ । ପ୍ରତିବର୍ଷ ରଜରେ ରଞ୍ଜନ ବିଭିନ୍ନ ପ୍ରକାରର ପାନର ପସରା ମେଲାଇ ଥାଆନ୍ତି । ପ୍ରତିବର୍ଷ କିଛି ନା କିଛି ନୂଆ ଫ୍ଲେବରର ସୁଆଦ ନିଜ ଗ୍ରାହକଙ୍କୁ ପରିବେଷଣ କରିଥାନ୍ତି । ତାଙ୍କ ସହ ଆଲୋଚନା କରିଛନ୍ତି ଆମ ବାଲେଶ୍ବର ସମ୍ବାଦଦାତା ଜୀବନଜ୍ୟୋତି ନାୟକ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.