ବଜେଟରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ କଣ ରହିବ ବ୍ୟବସ୍ଥା ? ଦେଖନ୍ତୁ ବିଶେଷଜ୍ଞଙ୍କ ମତ... - Council of analytical tribal studies koraput

🎬 Watch Now: Feature Video

thumbnail

By

Published : Jan 30, 2021, 3:56 PM IST

କୋରାପୁଟ: ଫେବୃୟାରୀ 1 ରେ ସଂସଦରେ ଉପସ୍ଥାପିତ ହେବ ସାଧାରଣ ବଜେଟ । ଚଳିତ ବର୍ଷ କେନ୍ଦ୍ରୀୟ ବଜେଟରେ ଅନୁସୂଚିତ ଜାତି ଓ ଜନଜାତି ପାଇଁ ବଜେଟରେ କିପରି ବ୍ୟବସ୍ଥା ରହିବ ? ଆଦିବାସୀଙ୍କ ଶିକ୍ଷା, ସ୍ବାସ୍ଥ୍ୟ ସହ ସେମାନଙ୍କ ଜୀବନ ଜୀବିକା ତଥା ସେମାନଙ୍କ ଉନ୍ନତି ପାଇଁ କଣ ପ୍ରଧାନ୍ୟ ଦିଆଯିବ ? ଏ ନେଇ କୋରାପୁଟ ଆଦିବାସୀ ଗବେଷଣା ପରିଷଦ ତଥା (କୋଟସ)ର ନିର୍ଦ୍ଦେଶକ ପ୍ରଫେସର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ରଙ୍କ ସହ ଆମ ସମ୍ବାଦଦାତା ସି ଏଚ ଶାନ୍ତାକାର ଆଲୋଚନା କରିଛନ୍ତି । କୋରାପୁଟରୁ ସି ଏଚ ଶାନ୍ତାକାର,ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.