ପ୍ରସିଦ୍ଧ କୁମ୍ଭମେଳା ଆରମ୍ଭ: ହର କି ପୌରି ଘାଟରେ ବୁଡ ପକାଇଲେ ଭକ୍ତ

By

Published : Apr 12, 2021, 7:18 AM IST

thumbnail
ଡେରାଡୁନ: ଆରମ୍ଭ ହୋଇଛି ପ୍ରସିଦ୍ଧ କୁମ୍ଭ ମେଳା । ଏନେଇ ଉତ୍ତରାଣ୍ତର ହରିଦ୍ବାରରେ ଥିବା ହର କି ପୌରି ଘାଟରେ ଭକ୍ତମାନେ ପବିତ୍ର ସ୍ନାନ କରୁଛନ୍ତି । କୋଭିଡ କଟକଣା ମଧ୍ୟରେ ଚଳିତ ବର୍ଷରେ କୁମ୍ଭ ମେଳା କରାଯାଉଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.