ବନ୍ୟା ପାଣିରେ ଉବୁଟୁବୁ ଗାଁ, ଡଙ୍ଗାରେ ଶ୍ମଶାନ ଗଲା ମୃତଦେହ - କର୍ଣ୍ଣାଟକରେ ଲଗାଣ ବର୍ଷା

🎬 Watch Now: Feature Video

thumbnail

By

Published : Jul 24, 2022, 7:47 AM IST

ବେଙ୍ଗାଲୁରୁ: ଡଙ୍ଗାରେ ବୁହାହେଲା ମୃତଦେହ । କର୍ଣ୍ଣାଟକରେ ଲଗାଣ ବର୍ଷା ଯୋଗୁଁ ଚାରିଆଡ଼େ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା । ଏହି ସମୟରେ ବେଲାରୀ ଜିଲ୍ଲାର କାମ୍ପଲି କୋଟେରେ ଗ୍ରାମରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ତିମ ସଂସ୍କାର ପାଇଁ ତାଙ୍କୁ ଡଙ୍ଗାରେ ନିଆଯାଉଥିବା ଦେଖିବାକୁ ମିଳିଥିଲା ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.