ବନ୍ୟାପାଣିରେ ବୁଡିଗଲା କାର, ଗାଡି ଉପରେ ବିତିଲା 5 ଘଣ୍ଟା

By

Published : Aug 16, 2022, 11:28 AM IST

thumbnail
କଟକରେ ବନ୍ୟା ପାଣିରେ ବୁଡିଗଲା କାର । ଗାଡି ଉପରେ 5 ଘଣ୍ଟା ବିତାଇଲେ ୪ ଯାତ୍ରୀ । ଖବର ପାଇ ଅଗ୍ନିଶମ କର୍ମଚାରୀ ବୋଟ ସାହାଯ୍ୟରେ ୪ ଜଣଙ୍କୁ ଉଦ୍ଧାର କରିଛନ୍ତି । ରାତି ପ୍ରାୟ ୧୧ଟାରୁ 3ଟା ପର୍ଯ୍ୟନ୍ତ ପାଣି ଭିତରେ କାର ଉପରେ ବସି ରହିଥିଲେ ୪ ଯାତ୍ରୀ । ରାସ୍ତା ଉପରେ ପାଣି ଥିବା ଜାଣି ନପାରିବାରୁ ଏପରି ଅଘଟଣ ଘଟିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ କାରରେ ଥିବା ୪ ଜଣକୁ ଅଗ୍ନିଶମ ବିଭାଗ ଉଦ୍ଧାର କରିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.