Parkash Purab: ଆଲୋକମାଳା ଓ ଆତସବାଜିରେ ଝଲସୁଛି ସ୍ୱର୍ଣ୍ଣ ମନ୍ଦିର

By

Published : Apr 21, 2022, 9:52 PM IST

thumbnail
ଚଣ୍ଡିଗଡ: ଶ୍ରୀ ଗୁରୁ ତେଗ ବାହାଦୂରଙ୍କ 400ତମ ପ୍ରକାଶ ପୂରବ ପାଳନ କରୁଛନ୍ତି ଶିଖ ଧର୍ମାବଲମ୍ବୀ । ଏହି ଅବସରରେ ଅମୃତସରର ସ୍ବର୍ଣ୍ଣ ମନ୍ଦିରକୁ ଆକର୍ଷଣୀୟ ଢଙ୍ଗରେ ସୁସଜ୍ଜିତ କରାଯାଇଛି । ଆତସବାଜି ସାଙ୍ଗକୁ ଆଲୋକମାଳାରେ ଝଲସୁଛି ସ୍ବର୍ଣ୍ଣ ମନ୍ଦିର ପରିସର । ଦେଖନ୍ତୁ ଭିଡିଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.