thumbnail

Babushan Saga: ପୁଣି ନୂଆ ଭିଡ଼ିଓ ଜାରି କଲେ ବାବୁଶାନ

By

Published : Jul 24, 2022, 9:50 PM IST

ଭୁବନେଶ୍ବର: ବାବୁଶାନ ଓ ପ୍ରକୃତି ମିଶ୍ରଙ୍କ ଭାଇରଲ ଭିଡିଓକୁ ନେଇ ପୁଣି ଏକ ଭିଡିଓ ଜାରି କଲେ ବାବୁଶାନ । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ ଆସି ସଫେଇ ଦେଲେ ଅଭିନେତା । ସେ କହିଛନ୍ତି ଯେ, "ପ୍ରକୃତି ମିଶ୍ର ବହୁତ ଭଲ ସାଙ୍ଗ । ସେ ମୋଠାରୁ କିଛି ପଇସା ନେଇନାହାନ୍ତି କିମ୍ବା ବ୍ଲାକମେଲ୍‌ କରିନାହାନ୍ତି ।" ସେ ଏବେ ଚେନ୍ନାଇରେ ଅଛନ୍ତି । ସେଠାରେ ତାଙ୍କୁ ଓଡ଼ିଆ ଭାଇ ଭଉଣୀମାନେ ବହୁତ ସୁନ୍ଦର ଭାବେ ସ୍ବାଗତ କରିଥିଲେ । ସେଥିରେ ସେ ଖୁବ ଖୁସି ବୋଲି କହିଛନ୍ତି । ଶୁଣନ୍ତୁ ଆଉ କଣ କହୁଛନ୍ତି ବାବୁଶାନ୍‌ ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.