ସିପାହୀ ଜୟୀ ରାଜଗୁରୁ, ନାଁ ଶୁଣି ଥରୁଥିଲା ଗୋରା ସରକାର - ସ୍ଵାଧୀନତା ସଂଗ୍ରାମୀ
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/320-214-4163705-842-4163705-1566213048182.jpg)
ପୁରୀ: ପିଲାଟି ଦିନରୁ ଇଚ୍ଛା ଥିଲା ଯୋଦ୍ଧା ବନିବା । ବଡ ହେଲେ..ଇଚ୍ଛା ବି ପୂରଣ ହେଲା । ବନିଲେ ଓଡିଶାର ପ୍ରଥମ ସ୍ଵାଧୀନତା ସଂଗ୍ରାମୀ ତଥା ଖୋର୍ଦ୍ଧାଗଡର ସିପାହୀ । ଅଦମ୍ୟ ପ୍ରତିଭାର ଅଧିକାରୀ ଥିଲେ ସେ । ତାଙ୍କ ଭଳି ବୀର ଆଗରେ ହାତ ଟେକିଦେଇଥିଲା ଇଂରେଜ ସେନା ।