ଥୋମାସ କପ ବିଜୟ ପରେ ଓଡିଶାରୁ ଛୁଟିଲା ଶୁଭେଚ୍ଛାର ସୁଅ - ଭାରତ ଜିତିଲା ଥୋମାସ କପ

🎬 Watch Now: Feature Video

thumbnail

By

Published : May 15, 2022, 8:14 PM IST

କଟକ: ଇତିହାସ ରଚିଲା ଭାରତୀୟ ବ୍ୟାଡମିଣ୍ଟନ ଟିମ । ଥୋମାସ କପରେ ଦୀର୍ଘ 73 ବର୍ଷ ପରେ ଟ୍ରଫି ହାତେଇଛି ଭାରତ । ତେବେ ଏହି ବିଜୟ ଭାରତ କ୍ରୀଡା ଫ୍ୟାନ୍ସମାନଙ୍କ ପାଇଁ ଆଣିଦେଇଛି ଖୁସିର ଲହରୀ । ବ୍ୟାଙ୍କକରେ ଖେଳାଯାଇଥିବା ଥୋମାସ କପ ଫାଇନାଲରେ ଶକ୍ତିଶାଳୀ ଇଣ୍ଡୋନେସିଆକୁ 3-0 ଗୋଲରେ ହରାଇ ଏହି ଇତିହାସ ରଚିଛି ଭାରତ । ପୂର୍ବରୁ ଥୋମାସ କପରେ 14 ଥର ଚମ୍ପିୟାନ ହୋଇଛି ଇଣ୍ଡୋନେସିଆ । କିନ୍ତୁ ଚଳିତ ବର୍ଷ ଭାରତ ସବୁ ରେକର୍ଡ ଭାଙ୍ଗି ରଚିଛି ଇତିହାସ । ଯାହା ବ୍ୟାଡମିଣ୍ଟନ କ୍ରୀଡା ପାଇଁ ଏକ ଗୌରବର ଦିନ ବୋଲି କହିଛନ୍ତି ଜତୀୟସ୍ତରୀୟ କୋଚ୍ କମଲ ଦାସ । ତେବେ ଶୁଣନ୍ତୁ ଏନେଇ କମଲ କଣ କହୁଛନ୍ତି । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.