Watch Video: ଦ୍ରୌପଦୀ ମୁର୍ମୁଙ୍କୁ କଟକରେ ଭବ୍ୟ ସ୍ୱାଗତ - କଟକରେ ଦ୍ରୌପଦୀ ମୁର୍ମୁ

🎬 Watch Now: Feature Video

thumbnail

By

Published : Jun 22, 2022, 10:03 PM IST

କଟକ: କଡ଼ା ସୁରକ୍ଷା ବଳୟ ମଧ୍ୟରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଭୁବନେଶ୍ବରରେ ପହଞ୍ଚିଛନ୍ତି । କଟକର ଶିଖରପୁର ଛକ ନିକଟରେ ଦଳମତ ନିର୍ବିଶେଷରେ ପ୍ରବଳ ଲୋକ ଏକତ୍ରିତ ହୋଇ ତାଙ୍କୁ ଭବ୍ୟ ସ୍ବାଗତ କରିଛନ୍ତି । ବିଜେପି ନେତୃତ୍ବାଧୀନ ଏନଡିଏ ମୟୂରଭଞ୍ଜର ଆଦିବାସୀ ବିଜେପି ନେତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କ ନାମକୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଚୟନ କରିଛି । ପ୍ରଥମ ଥର ପାଇଁ ଓଡ଼ିଶାରୁ ରାଷ୍ଟ୍ରପତି ପ୍ରାର୍ଥୀ ଭବରେ ଚୟନ ହୋଇଥିବାରୁ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ସେ ରାଷ୍ଟ୍ରପତି ଭାବରେ କାର୍ଯ୍ୟ ତୁଲାଇଲେ ଓଡ଼ିଶାର ନାମ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ବରିଷ୍ଠ ବିଜେପି ନେତା ମତ ପ୍ରକାଶ କରିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.