ETV Bharat / bharat

ରାଶିଫଳ: ଏହି ରାଶିଙ୍କ ପ୍ରତିଷ୍ଠା ବୃଦ୍ଧି ହେବ, ଭାଗ୍ୟରେ ରହିଛି ମାନ ସମ୍ମାନ ଯୋଗ - DAILY HOROSCOPE

ଆଜି ଆପଣଙ୍କ ଦିନ କେମିତି କଟିବ ? କେଉଁ ରାଶିର ବ୍ୟକ୍ତି ହେବେ ଲାଭବାନ ? କେଉଁମାନେ ସତର୍କ ରହିବେ । ଜାଣିବା ପାଇଁ ପଢ଼ନ୍ତୁ ଆଜିର ରାଶିଫଳ ।

Daily Horoscope Predictions Saturday
Daily Horoscope Predictions Saturday (ETV Bharat)
author img

By ETV Bharat Odisha Team

Published : Feb 8, 2025, 12:03 AM IST

ମେଷ: ଆଜି ଆପଣ ବ୍ୟତିବ୍ୟସ୍ତ ଅନୁଭବ କରିପାରନ୍ତି । ଆପଣଙ୍କ ନିକଟକୁ ଚାହୁଁନଥିବା କିଛି ସମସ୍ୟା ଆସିପାରେ । ଶତ୍ରୁ ବଢ଼ିପାରନ୍ତି । ଅଯଥା ଖର୍ଚ୍ଚ ପ୍ରତି ଧ୍ୟାନ ଦିଅନ୍ତୁ । ଦିନର ପ୍ରାରମ୍ଭରୁ ଆଳସ୍ୟ ଓ ମାନ୍ଦାପଣ ଅନୁଭବ କରିପାରନ୍ତି । ସନ୍ଧ୍ୟା ସମୟରେ ମନକୁ ଆଶ୍ବସ୍ତି ମିଳିବ ।

Daily Horoscope Predictions Saturday
Daily Horoscope Predictions Saturday (ARIES)

ବୃଷ: ଆଜି ଆପଣଙ୍କ ଦିନ ଅତ୍ୟଧିକ ଆଦର୍ଶବାଦୀ ଓ ଅବାସ୍ତବ ହେବାର ସମ୍ଭାବନା ଅଛି । ଆପଣଙ୍କ ପ୍ରିୟଜନଙ୍କୁ ବିଶେଷ ଧ୍ୟାନ ଦେବେ । ବ୍ୟବସାୟରେ ଲାଭବାନ ହେବେ । ଆୟର ନୂତନ ଉତ୍ସ ମିଳିବ । ଦାମ୍ପତ୍ୟ ଜୀବନ ଭଲରେ କଟିବ । ବିଦ୍ୟାର୍ଥୀ ଉଚ୍ଚଶିକ୍ଷା ପ୍ରତି ଆଗ୍ରହ ବଢ଼ାଇବେ । ପ୍ରତିଷ୍ଠା ବୃଦ୍ଧି ପାଇବ ।

Daily Horoscope Predictions Saturday
Daily Horoscope Predictions Saturday (TAURUS)

ମିଥୁନ: ଆପଣ ଆପଣଙ୍କ ଭଳି ଭାବୁଥିବା ଲୋକମାନଙ୍କ ସହ ଏକ ଉତ୍ତମ ସମୟ ଅତିବାହିତ କରିବେ । କାର୍ଯ୍ୟସ୍ଥଳରେ ଓ ଘରେ ଆପଣ ସବୁକିଛି ସଠିକ ଭାବେ କରିବାକୁ ଚେଷ୍ଟା ଚଳାଇବେ । ଦିନ ସାରା ଆପଣ ପ୍ରାୟୋଗିକ ଓ ବ୍ୟବହାରିକ ରହିବେ । ମିଠାକଥା କହି ପରକୁ ଆପଣାର କରିବେ । ଭ୍ରମଣ କରିବାର ସମ୍ଭାବନା ରହିଛି ।

Daily Horoscope Predictions Saturday
Daily Horoscope Predictions Saturday (GEMINI)

କର୍କଟ: ଦିନ ସାରା ଆପଣ ଅନେକ ଆହ୍ଵାନର ସମ୍ମୁଖୀନ ହେବେ । ମାତ୍ର ଆପଣ ସେଗୁଡିକର ସଫଳତାର ସହିତ ସାମ୍ନା କରିବେ । ଆପଣ ମସ୍ତିଷ୍କ ତୀକ୍ଷ୍ଣ ରହିବ ଓ ମାରାଥନରେ ଭାଗ ନେଉଥିବା ଜଣେ ଖେଳାଳୀ ଭଳି ଚାଲିବ । ଆପଣଙ୍କୁ କେବଳ ନିଜ ଉପରେ ବିଶ୍ଵାସ ରଖିବା ଦରକାର । ଆପଣ ଆପଣଙ୍କ ଘର ଭିତର ସଜାସଜିରେ କିଛି ପରିବର୍ତ୍ତନ କରିପାରନ୍ତି । ରାଜନୈତିକ ଓ ସାମାଜିକ ସ୍ତରରେ ପ୍ରତିଷ୍ଠା ବଢ଼ିବ ।

Daily Horoscope Predictions Saturday
Daily Horoscope Predictions Saturday (CANCER)

ସିଂହ: ଆଜି କିଛି କଥାକୁ ନେଇ ମନ ଅଶାନ୍ତ ରହିପାରେ । ସାମାନ୍ୟ କଥାକୁ ନେଇ ଅତ୍ୟଧିକ ଉତ୍ତେଜିତ ହୋଇପାରନ୍ତି । ନିଜ କଥା କହିବା ଉପରେ ଆଜି ନିୟନ୍ତ୍ରଣ ରଖିଲେ ସଫଳତା ହାସଲ କରିପାରିବେ । ଶାରୀରିକ ଭାବରେ ଅସୁସ୍ଥ ଅନୁଭବ କରିପାରନ୍ତି । ଦୂର ଯାତ୍ରା କରିବାର ସମ୍ଭାବନା ରହିଛି । ଖର୍ଚ୍ଚର ପରିମାଣ ବଢ଼ିପାରେ ।

Daily Horoscope Predictions Saturday
Daily Horoscope Predictions Saturday (LEO)

କନ୍ୟା: ଆଜି ଏକ ଭାଗ୍ୟଶାଳୀ ଦିନ ଆପଣଙ୍କ ଅପେକ୍ଷାରେ ଅଛି । କ୍ଷମତା, ଆତ୍ମ ସମ୍ମାନ ଏବଂ ଆର୍ଥିକ ଅବସ୍ଥାରେ ଉନ୍ନତି ହେବାର ଅଛି । ରାଜନୀତି ସହ ଜଡ଼ିତ ଥିବା ବ୍ୟକ୍ତିଙ୍କ ପ୍ରତିଷ୍ଠା ବଢ଼ିବ । ଆପଣ କାର୍ଯ୍ୟରେ ପଦୋନ୍ନତି କିମ୍ୱା ବ୍ୟବସାୟରେ ବଡ ପ୍ରକଳ୍ପ ପାଇପାରନ୍ତି । ବାଣିଜ୍ୟ କାରବାର ଆପଣଙ୍କ ପାଇଁ ଲାଭଦାୟକ ହେବ । ଆୟର ନୂତନ ଉତ୍ସ ମିଳିବ ।

Daily Horoscope Predictions Saturday
Daily Horoscope Predictions Saturday (VIRGO)

ତୁଳା: ଆଜିର ଦିନ ମିଶ୍ରିତ ଫଳ ପ୍ରଦାନ କରିବ । ମଉଜ ମଜଲିସରେ ପରିବାର ଲୋକଙ୍କ ସହ ସମୟ ଅତିବାହିତ କରିବେ । ଘରକୁ କିଛି ନୂଆ ଜିନିଷ କିଣାକିଣି କରିପାରନ୍ତି । ପତି-ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ହେବ । ଆପଣଙ୍କର ସ୍ୱାସ୍ଥ୍ୟରେ ଉନ୍ନତି ହେବ । ଆର୍ଥିକ ଲାଭ ଅଧିକ ହେବାର ସମ୍ଭାବନା ଅଛି । ଆପଣଙ୍କର ଖର୍ଚ୍ଚ ଉପରେ ଦୃଷ୍ଟି ରଖିନ୍ତୁ ।

Daily Horoscope Predictions Saturday
Daily Horoscope Predictions Saturday (LIBRA)

ବିଛା: ଆଜି ଆପଣ କାର୍ଯ୍ୟ ପ୍ରତି ଆପଣଙ୍କ ପ୍ରତିବଦ୍ଧତା ଓ ପରିବାର ପ୍ରତି ନିଷ୍ଠା ଦେଖାଇବେ । କର୍ମଚଞ୍ଚଳ ରହିବେ । କାର୍ଯ୍ୟସ୍ଥଳରେଠିକ କାମକୁ ସଠିକ ସମୟ ମଧ୍ୟରେ କରି ପ୍ରଶଂସିତ ହେବେ । ହଠାତ୍‍ ଆର୍ଥିକ ଲାଭ ଏବଂ ଆୟର ସ୍ରୋତରେ ବର୍ଦ୍ଧିତ ହେବ । ଜୀବନସାଥୀଙ୍କ ସହ ଖୁସିର ମୁହୂର୍ତ୍ତ ବିତାଇବା ପାଇଁ ବୁଲାବୁଲି କରିବାକୁ ଯାଇପାରନ୍ତି ।

Daily Horoscope Predictions Saturday
Daily Horoscope Predictions Saturday (SCORPIO)

ଧନୁ: ଲାଗି ରହିଥିବା ସମସ୍ୟାର ଆଜି ସମାଧାନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଅପ୍ରିୟ ସତ କହି ସମାଲୋଚନର ସାମ୍ନା କରିପାରନ୍ତି । କାମରେ ଆପଣଙ୍କ ସହକର୍ମୀ ଓ ବରିଷ୍ଠମାନଙ୍କ ସମାଲୋଚନାକୁ ଆପଣ ଧ୍ୟାନ ଦିଅନ୍ତୁ ନାହିଁ । ଆର୍ଥିକ ଭାବରେ ସ୍ଥିତି ସଦୃଢ ହେବ । ଘରେ ପରିବେଶ ବାତାବରଣ ଆନନ୍ଦମୟ ରହିବ, ଯାହାକି ତାହା ଆପଣଙ୍କୁ ଅଧିକ ଖୁସି ଦେବ ।

Daily Horoscope Predictions Saturday
Daily Horoscope Predictions Saturday (SAGITTARIUS)

ମକର: ଆପଣଙ୍କ ଉପରେ କାର୍ଯ୍ୟ ଓ ଦାୟିତ୍ଵର ଚାପ ବଢିପାରେ । ଆପଣଙ୍କ ସହିବା ସୀମା ଅତିକ୍ରମ କରିବାର ସମ୍ଭାବନା ରହିଛି, ଯାହାକୁ ନେଇ ଚିଡଚିଡ଼ା ହୋଇପାରନ୍ତି । ଆପଣ ମାନସିକ ଓ ଶାରୀରିକ ଅସୁସ୍ଥ ଅନୁଭବ କରିପାରନ୍ତି । ଟଙ୍କା ଧାରରେ ଦେଉଥିଲେ ସତର୍କ ରୁହନ୍ତୁ । ଦିନର ଦ୍ବିତୀୟାର୍ଦ୍ଧରେ ଆପଣଙ୍କୁ ଆଶ୍ବସ୍ତି ମିଳିବ ।

Daily Horoscope Predictions Saturday
Daily Horoscope Predictions Saturday (CAPRICORN)

କୁମ୍ଭ: ଆପଣଙ୍କୁ ଆଜି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ସତର୍କ ରହିବା ଆବଶ୍ୟକ । ତରବରିଆ ଭାବରେ କୌଣସି କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ । ରାଜନୀତିରେ ପ୍ରତିଷ୍ଠା ବଢ଼ିବ । ସ୍ବାସ୍ଥ୍ୟରେ ସାମାନ୍ୟ ଅବନତି ଦେଖାଦେଇପାରେ । ପାଖ ଲୋକ ଶତ୍ରୁତା କରିପାରନ୍ତି ।

Daily Horoscope Predictions Saturday
Daily Horoscope Predictions Saturday (AQUARIUS)

ମୀନ: ଆଜି ଆପଣ କେବଳ ନିଜ ଭବିଷ୍ୟତର ଲକ୍ଷ୍ୟ ପାଇବା ଉପରେ ଧ୍ୟାନ କେନ୍ଦ୍ରିତ କରିବେ । ଅନେକ ଦିନ ଧରି ଆପଣ ଯେଉଁ ମିଳିତ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହା ଆଜି ଆରମ୍ଭ ହୋଇପାରେ । ବ୍ୟବସାୟ ସମ୍ପର୍କିତ ଏକ ଯାତ୍ରା ମଧ୍ୟ କରିବାର ସମ୍ଭାବନା ରହିଛି । ଆୟ ଦ୍ବିଗୁଣିତ ହେବ । ଘରେ ହସ ଖୁସିରେ ସମୟ କାଟିବ ।

Daily Horoscope Predictions Saturday
Daily Horoscope Predictions Saturday (PISCES)

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.