Vice Presidential Poll: ଉପ-ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ଧନଖର, ଘୋଷଣା କଲେ ଲୋକସଭା ମହାସଚିବ - ଘୋଷଣା କଲେ ଲୋକସଭା ମହାସଚିବ ଉତ୍ପଳ କୁମାର ସିଂ
🎬 Watch Now: Feature Video
ନୂଆଦିଲ୍ଲୀ: ନୂଆ ଉପ-ରାଷ୍ଟ୍ରପତି ଭାବେ ବିଜୟୀ ହେଲେ ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ । ଜଗଦୀପଙ୍କୁ ମିଳିଛି 528 ଖଣ୍ଡ ଭୋଟ । ବିରୋଧୀ ପ୍ରାର୍ଥୀ ମାର୍ଗେଟଙ୍କୁ ମିଳିଲା 182 ସାଂସଦଙ୍କ ସମର୍ଥନ । ଏନେଇ ଘୋଷଣା କରିଛନ୍ତି ଲୋକସଭା ମହାସଚିବ ଉତ୍ପଳ କୁମାର ସିଂ । ଦେଖନ୍ତୁ କଣ କହୁଛନ୍ତି ଲୋକସଭା ମହାସଚିବ ।
TAGGED:
VicePresidentialElections