thumbnail

Lok Sabha: ପଶ୍ଚିମ ଓଡିଶାର ଧାର୍ମିକ ସ୍ଥଳୀକୁ ମିଳୁ ଜାତୀୟ ସ୍ମାରକୀ ମାନ୍ୟତା: ସାଂସଦ ବସନ୍ତ ପଣ୍ଡା

By

Published : Aug 8, 2022, 8:00 PM IST

ନୂଆଦିଲ୍ଲୀ: ଆଜି ଲୋକସଭାର ପ୍ରଶ୍ନକାଳରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ପଶ୍ଚିମ ଓଡିଶାର ବିଭିନ୍ନ ଧାର୍ମିକ ସ୍ଥଳୀ ଗୁଡିକର ଐତିହାସିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ମହତ୍ତ୍ବକୁ ଧ୍ୟାନରେ ରଖି ଜାତୀୟ ସ୍ମାରକୀ ଘୋଷଣା କରିବା ପାଇଁ ଲୋକସଭାରେ ଦାବି କରିଛନ୍ତି । ସାଂସଦ ଦାବି କରିଥିବା ଆଧ୍ୟାତ୍ମିକ ସ୍ଥଳୀ ଗୁଡିକ ମଧ୍ୟରେ ରହିଛି ସମ୍ବଲପୁରର ସମଲେଶ୍ବୀର ମନ୍ଦିର, ବଲାଙ୍ଗୀରର ପାଟଣେଶ୍ବରୀ, ହରିଶଙ୍କର, କଳାହାଣ୍ଡିର ଲଙ୍କେଶ୍ବରୀ, ବରଗଡର ନୃସିଂହନାଥ ଓ କଳାହାଣ୍ଡିର ମାଣିକେଶ୍ବରୀ ମନ୍ଦିର, ପାତେଲେଶ୍ବର ମନ୍ଦିର ନୂଆପଡା, ଜାଗେଶ୍ବର ମନ୍ଦିର ନୂଆପଡା, ସାବର ଶ୍ରୀକ୍ଷେତ୍ର କୋରାପୁଟ ସହ ସାଲିଆଗଡ ସ୍ବାଧୀନତା ସ୍ମୃତିପୀଠ ରହିଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.