National Doctors Day: ସ୍ୟାଣ୍ଡ ଆନିମେସନରେ ଡାକ୍ତରଙ୍କୁ ଶୁଭେଚ୍ଛା ବାର୍ତ୍ତା

By

Published : Jul 1, 2021, 8:43 PM IST

thumbnail

National Doctors Day ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଡ଼ାକ୍ତରଙ୍କ ସମ୍ମାନାର୍ଥେ ପୁରୀରେ ବାଲୁକା ଆନିମେସନ ସର୍ଟ ଫିଲ୍ମ ପ୍ରସ୍ତୁତ କରିଛନ୍ତି | ସେ ଏହି ବାଲୁକା ଆନିମେସନରେ ଡାକ୍ତରମାନେ ଆମ ସମାଜ ପାଇଁ ଭଗବାନ ତୁଲ୍ୟ ଏବଂ ସେମାନଙ୍କୁ ସୁପର ହିରୋ ଭାବରେ ଦର୍ଶାଇଛନ୍ତି |ଏହି ଫିଲ୍ମଟି 2 ମିନିଟ 54 ସେକେଣ୍ଡ । ଏହାକୁ ନିର୍ମାଣ କରିବାକୁ 2 ଘଣ୍ଟା ଲାଗିଥିଲା | ଏଥିରେ "Salute to The Doctors" ଆଣ୍ଡ "Happy Doctor's Say" ର ବାର୍ତ୍ତା ଦେଇଛନ୍ତି |

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.