Watch Video: ଅଶାନ୍ତ ସମୁଦ୍ରରେ ଭାସିଲା ସୁନେଲୀ ରଥ, ଦେଖିବାକୁ ପ୍ରବଳ ଭିଡ

By

Published : May 11, 2022, 12:54 PM IST

thumbnail
ଅମରାବତୀ: ସମୁଦ୍ରରେ ଲାଗିଲା ରହସ୍ୟମୟୀ ସୁନେଲୀ ରଙ୍ଗର ରଥ । ବାତ୍ୟା ଅସାନି ପାଇଁ ସମୁଦ୍ର ଅଶାନ୍ତ ରହିଥିବାବେଳେ ଗତକାଲି(ମଙ୍ଗଳବାର) ଶ୍ରୀକାକୁଲମର ସୁନ୍ନାପଲ୍ଲୀ ବନ୍ଦରରେ ଏକ ସୁନେଲୀ ରଙ୍ଗର ରଥ ଭାସି ଭାସି ଆସି କୂଳରେ ଲାଗିଛି । ଏହାକୁ ଦେଖିବା ପାଇଁ ଲୋକେ ନାହିଁ ନଥିବା ଭିଡ ଲଗାଇଛନ୍ତି । ଏନେଇ ଏସଆଇ ନାଉପଡା କହିଛନ୍ତି ଯେ, "ରଥଟି ଅନ୍ୟ ଦେଶରୁ ଭାସି ଆସିଥିବା ଅନୁମାନ କରାଯାଉଛି । ଏହାର ତଦନ୍ତ କରିବା ନିମନ୍ତେ ଉଚ୍ଚ ପଦାଧିକାରୀଙ୍କୁ ଜଣାଇ ଦିଆଯାଇଛି।"

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.