thumbnail

By

Published : Aug 15, 2022, 8:23 PM IST

ETV Bharat / Videos

ତ୍ରିରଙ୍ଗାରେ ମାନବ ଭାରତ ମାନଚିତ୍ର ସେପ୍ , ଅଂଶଗ୍ରହଣ କଲେ 3 ହଜାର ସ୍କୁଲ ଛାତ୍ରଛାତ୍ରୀ

ଚେନ୍ନାଇ: ଦେଶର ବିଦେଶ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢଙ୍ଗରେ ପାଳିତ ହୋଇଛି ସ୍ବାଧୀନତା ଦିବସ । ତାମିଲନାଡୁର ଦିନ୍ଦିଗୁଲ ଜିଲ୍ଲାର ଏକ ଘରୋଇ ସ୍କୁଲରେ ଦେଖିବାକୁ ମିଳିଛି ଭିନ୍ନ ଧରଣର ସ୍ବାଧୀନତା ଦିବସ ପାଳନ । ତ୍ରିରଙ୍ଗା ରଙ୍ଗରେ ମାନବ ଭାରତ ମାନଚିତ୍ର ସେପ୍ କରିଛନ୍ତି ଛାତ୍ରଛାତ୍ରୀ । ଏଥିରେ ଅଂଶଗ୍ରହଣ କରିଛନ୍ତି 3 ହଜାର ସ୍କୁଲ ଛାତ୍ରଛାତ୍ରୀ । ଦେଖନ୍ତୁ ଭିଡିଓ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.