ମହାପ୍ରଭୁଙ୍କ ଅଣସର ପଣା ପରମ୍ପରା ଓ ଏହାର ମାହାତ୍ମ୍ୟ - ମହାପ୍ରଭୁଙ୍କ ଅଣସର ପଣା

🎬 Watch Now: Feature Video

thumbnail

By

Published : Jun 21, 2022, 10:55 PM IST

ପୁରୀ : ସ୍ନାନଯାତ୍ରା ପରେ ମହାପ୍ରଭୁ ୧୫ଦିନ ଅଣସର ପିଣ୍ଡିରେ ଅବସ୍ଥାନ କରନ୍ତି । ଏହି ସମୟରେ ଜ୍ୱରରେ ଆକ୍ରାନ୍ତ ମହାପ୍ରଭୁଙ୍କ ଗୁପ୍ତ ସେବା ଅନୁଷ୍ଠିତ ହୋଇଥାଏ । ଅଣସର ନୀତି ସମୟରେ ମହାପ୍ରଭୁଙ୍କ ନିକଟରେ କେଵଳ ଚକଟା ଭୋଗ ଓ ପଣା ଲାଗି ହୋଇଥାଏ । ମହାପ୍ରଭୁଙ୍କ ନିକଟରେ ଲାଗି ହୋଇଥିବା କୌଣସି ଜିନିଷ ଅଣସର ଘରୁ ବାହାରକୁ ଆସି ନଥାଏ । କେବଳ ପଣା ଭୋଗ ଆସିଥାଏ । ଏଣୁ ଭକ୍ତ ମାନେ ଅଣସରରେ ମହାପ୍ରଭୁଙ୍କ ଦର୍ଶନ ନପାଇ ଏହି ଅଣସର ପଣାକୁ ପାନ କରି ମହାପ୍ରଭୁଙ୍କ ଦର୍ଶନ ପାଇଥାନ୍ତି । ତେବେ ଏହି ଅଣସର ପଣା ଭୋଗ ପରମ୍ପରା କ'ଣ ଓ କିଭଳି ପ୍ରସ୍ତୁତ ହୁଏ ସେ ନେଇ ଜାଣିବା ଜଗନ୍ନାଥ ସଂସ୍କୃତି ପ୍ରଚାରକ ପଦ୍ମନାଭ ତ୍ରିପାଠୀ ଶର୍ମାଙ୍କ ଠାରୁ । ଇଟିଭି, ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.