କାହିଁକି ହୁଏ ଶିବ ବିବାହ ?

🎬 Watch Now: Feature Video

thumbnail

By

Published : Jun 4, 2022, 4:45 PM IST

କଟକ: ଆଜି ପବିତ୍ର ଶିବ ବିବାହ । ପାରମ୍ପାରିକ ଅନୁଯାୟୀ ସମସ୍ତ ଶୈବପୀଠରେ ଶିବ ବିବାହ କରାଯାଏ । ସନାତନ ଧର୍ମ ଅନୁଯାୟୀ ଏହି ଶିବ ପୂଜା କରାଯାଏ। ତେବେ ଅନେକ ଦେବାଦେବୀଙ୍କ ମଧ୍ୟରୁ କେବଳ ଶିବ ବିବାହ କାହିଁକି କରାଯାଏ? କ'ଣ ରହିଛି ଏହାର ବିଶେଷତ୍ୱ ? କ'ଣ ରହିଛି ଏହାର ମାହାତ୍ମ୍ୟ ? କିପରି ଏହି ବିବାହ କରାଯାଏ ? ତେବେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି ପଣ୍ଡିତ ହିମାଂଶୁ ଶେଖର ରଥ ଶର୍ମା...ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ...

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.