ପାର୍ବଣରେ ଘରେ ବନାନ୍ତୁ ବେସନ ଲଡୁ
🎬 Watch Now: Feature Video
ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ବାଣ ଫୁଟାଇ ମିଠା ଖାଇ ଦୀପାବଳି ପାଳିଥାନ୍ତି ସମସ୍ତେ। ତେବେ ଏହି ପାର୍ବଣ ଋତୁରେ ସମସ୍ତଙ୍କର ମନ ହୋଇଥାଏ କିଛି ସ୍ପେଶାଲ ଖାଇ ମୁହଁ ମିଠା କରିବାକୁ। ଦୀପାବଳିରେ ଯଦି ଆପଣ ଘରେ ମିଠା ବନାଇ ଖାଇବାକୁ ଚାହୁଁଛନ୍ତି ତାହେଲେ ଏଥର ବନାନ୍ତୁ ବେସନ ଲଡୁ ।