କଣ ରହିଛି ବାହୁଡ଼ା ଯାତ୍ରା ନୀତି କାନ୍ତି, ଶୁଣନ୍ତୁ ସେବକଙ୍କ ମୁହଁରୁ

By

Published : Jul 9, 2022, 11:54 AM IST

thumbnail
ପୁରୀ: ଆଜି ମହାପ୍ରଭୁଙ୍କ ବାହୁଡା ଦଶମୀ । ଶ୍ରୀମନ୍ଦିରକୁ ବାହୁଡିବେ ମହାପ୍ରଭୁ । ଆଜି ଭୋର ୪ଟାରୁ ମହାପ୍ରଭୁଙ୍କ ନୀତିକାନ୍ତି ହୋଇଥିଲା । ମହାପ୍ରଭୁଙ୍କର ମଙ୍ଗଳ ଆଳତି, ଅବକାଶ, ମଇଲମ, ତଡପଲାଗି, ଦ୍ବାରପାଳ ପୂଜା ପରେ ସ୍ବତନ୍ତ୍ର ଖେଚେଡ଼ି ଭୋଗ ଲାଗି ହୋଇଥିଲା । ଶୁଣନ୍ତୁ କଣ ରହିଛି ଆଜିର ସ୍ବତନ୍ତ୍ର ନୀତିକାନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.