thumbnail

By

Published : Jun 22, 2022, 7:49 AM IST

ETV Bharat / Videos

Watch Video: ବିଦ୍ୟାଳୟ ପରିସରରୁ ୧୨ ଫୁଟର ଅହିରାଜ ଉଦ୍ଧାର

ବ୍ରହ୍ମପୁର: ସରକାରୀ ବିଦ୍ୟାଳୟରୁ ଉଦ୍ଧାର ହେଲା ୧୨ ଫୁଟ ଅହିରାଜ । ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ କେ.ଦେଓଗାଁ ସରକାରୀ ରାଧାକୃଷ୍ଣ ବିଦ୍ୟାଳୟରୁ ଉଦ୍ଧାର । ବିଦ୍ୟାଳୟ ପରିସରରେ ଏକ ଗଛ ଉପରେ ଥିବା ଦେଖି ଶିକ୍ଷକ ମାନଙ୍କୁ ଜଣାଇଥିଲେ । ସ୍ଥାନୀୟ ସରପଞ୍ଚଙ୍କଠାରୁ ଖବର ପାଇ ସେହି ଅଞ୍ଚଳର ସାପ ଉଦ୍ଧାରକାରୀ ନବଘନ ସ୍ବାଇଁ ସେଠାରେ ପହଞ୍ଚିବା ପରେ କୌଶଳକ୍ରମେ ସାପଟିକୁ ଗଛରୁ ତଳକୁ ଆଣିଥିଲେ । ଏହାପରେ ପୋଲସରା ବନାଞ୍ଚଳ କର୍ମଚାରୀଙ୍କ ନିର୍ଦ୍ଦେଶକ୍ରମେ ସାପଟିକୁ ସଂରକ୍ଷିତ ଜଙ୍ଗଲରେ ଛଡାଯାଇଛି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.