ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ନାଗ ନାଗୁଣୀ ଡାନ୍ସ

By

Published : Aug 3, 2022, 6:52 AM IST

thumbnail

ନୟାଗଡ଼:ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ନାଗ ନାଗୁଣୀଙ୍କ କ୍ରୀଡ଼ା ଭିଡ଼ିଓ । ଶ୍ରାବଣ ମାସ ସୋମବାରରେ ନାଗ ନାଗୁଣୀଙ୍କ କୌତୁହଳପୂର୍ଣ୍ଣ ଭିଡ଼ିଓ ଦେଖିବାକୁ ମିଳିଛି । ନୟାଗଡ଼ ଜିଲ୍ଲା ନରେନ୍ଦ୍ରପୁର ପଞ୍ଚାୟତ ଡିହଗାଁ ହନୁମନ୍ତ ପୋଖରୀ ରାସ୍ତାରେ ନାଗ ନାଗୁଣୀ ଖେଳୁଥିବାର ଦୃଶ୍ୟ ମୋବାଇଲ କ୍ୟାମେରାରେ କଏଦ ହୋଇଛି l ଦୁଇଟି ବିରାଟ ନାଗ ସାପ ପରସ୍ପରକୁ ଛନ୍ଦି ହୋଇ କ୍ରୀଡ଼ା କରୁଛନ୍ତି । ତେବେ ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି l

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.